Home Bibles ☰ Books ଲେବୀୟ ପୁସ୍ତକ 23:34 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:34 · ଓଡ଼ିଆ ବାଇବେଲ

ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।

Cross references

ଯାତ୍ରା ପୁସ୍ତକ 23:16

ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।

ଯାତ୍ରା ପୁସ୍ତକ 34:22

ତୁମ୍ଭମାନେେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶଷେ ଭାଗ ରେ ଶସ୍ଯ ଅମଳର ପର୍ବ ପାଳନ କରିବା ଉଚିତ୍।

ଗଣନା ପୁସ୍ତକ 29:12

ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।

ଦିତୀୟ ବିବରଣ 16:13

ତୁମ୍ଭମାନେେ ଯେତବେେଳେ ଖଳାରକ୍ସ୍ଟ ଶସ୍ଯ ସଂଗ୍ରହ କରି ସାରିଲା ପରେ ଓ ଯେତବେେଳେ ଆପଣା ଦ୍ରାକ୍ଷାକ୍ଷତରେକ୍ସ୍ଟ ସଂଗ୍ରହ କଲାପରେ ସାତଦିନ ପାଇଁ କକ୍ସ୍ଟଟୀରପର୍ବ ପାଳନ କରିବ।

ଦିତୀୟ ବିବରଣ 31:10

ଏହାପରେ ମାଶାେ ପ୍ରାଚୀନବର୍ଗମାନଙ୍କୁ କହିଲେ, ପ୍ରେତ୍ୟକକ ସାତବର୍ଷ ଶଷେ ରେ ଋଣ ଛାଡ ବର୍ଷର ନିରୂପିତ ସମୟରେ ପତ୍ରକକ୍ସ୍ଟଟୀର ପର୍ବ ରେ।

ପ୍ରଥମ ରାଜାବଳୀ 8:2

ଇଶ୍ରାୟେଲ ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସ ରେ ଏଥାନୀମ ନାମକ ଏକ ବିଶଷେ ପର୍ବ ଦିନ ରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରୀତ ହେଲେ।

ପ୍ରଥମ ରାଜାବଳୀ 12:32

ରାଜା ୟାରବିଯାମ, ଯିହୁଦା ରେ ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖ ରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥଲେ ସ୍ଥିତ ହାମବଦେେି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥଲଠାେ ରେ ଗୋବତ୍ସର ସମ୍ମାନାର୍ଥେ ନବୈେଦ୍ଯ ଉତ୍ସର୍ଗ କଲେ ଏବଂ ସେ ମଧ୍ଯ ଉଚ୍ଚସ୍ଥଳୀ ରେ ସବୋ କରିବା ପାଇଁ ଯାଜକମାନଙ୍କୁ ବାଛିଲେ।

ଏଜ୍ରା 3:4

ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।

ନିହିମିୟା 8:14

ସମାନେେ ମାଶାଙ୍କେର ବ୍ଯବସ୍ଥା ପୁସ୍ତକ ପଢିଲେ ଏବଂ ତାଙ୍କର ନିର୍ଦ୍ଧେଶ ସବୁ ପାଇଲେ। ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସ ରେ ଇଶ୍ରାୟେଲୀୟ ବାସୀମାନେ କ୍ଷଣସ୍ଥାଯୀ କୁଟୀରପର୍ବ ପାଳନ କରିବା ଉଚିତ୍।

ଯିହିଜିକଲ 45:25

ଏବଂ ସହେି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତଦିନ ୟାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହାମେର୍ଥକ ବଳି, ଶସ୍ଯ ନବୈେଦ୍ଯ ଆଉ ତୈଳ ଦାନର ବିଧି ଅନୁୟାଯୀ ଉତ୍ସର୍ଗ କରିବେ।

ଯିଖରିୟ 14:16

ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।

ଯିଖରିୟ 14:18

ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା ସମାନଙ୍କେ ଉପ ରେ ଆସିବ ନାହିଁ। ତା' ବଦଳ ରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧ ରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିଲେ।

ଯିଖରିୟ 14:19

ତାହା ମିଶରର ପାପ ହବେ ଏବଂ ପ୍ରେତ୍ୟକକ ଦେଶର ପାପ ଯେଉଁମାନେ ୟାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।

ଯୋହନଲିଖିତ ସୁସମାଚାର 1:14

ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

Interlinear

Choose Theme