ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।
Cross references
ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।
ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।
ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।
ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।
ଶୀଲୋ ରେ ପରମେଶ୍ବରଙ୍କ ଗୃହ ଥିବାର ସମସ୍ତ ସମୟ ସମାନେେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସହେି ଖାଦେିତ ପ୍ରତିମା ସ୍ଥାପନ କରି ରଖିଲେ।
ସେ ଖାଇପିଇ ସାରିବା ପରେ ହାନ୍ନା ଚକ୍ସ୍ଟପ୍ ଗ୍ଭପ୍ ଭାବରେ ଉଠିୟାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକକ୍ସ୍ଟ ପ୍ରାର୍ଥନା କରିବାକୁ ଗଲା। ଏଲି ୟିଏ କି ଧର୍ମଯାଜକ ଥିଲେ, ସେ ସହେି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲେ।
ଏହାପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ।
ଏଲିଙ୍କର ପକ୍ସ୍ଟତ୍ରମାନେ ପାପୀ ଥିଲେ ଏବଂ ସମାନେେ ସଦାପ୍ରଭଙ୍କକ୍ସ୍ଟ ଜାଣନ୍ତି ନାହିଁ
ଆହକ୍ସ୍ଟରି ମଧ୍ଯ ତାଙ୍କର ମାତା ପ୍ରତିବର୍ଷ ଆପଣା ସ୍ବାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମକ୍ସ୍ଟଯଲେ ପାଇଁ ଗୋଟିଏ ସାନ କୋଟ୍ ବନାଇଥିବା, ତାହା ସେ ତାଙ୍କ ପାଖକକ୍ସ୍ଟ ଆଣିବେ।
ପକ୍ସ୍ଟଣି ତୁମ୍ଭର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତକ୍ସ୍ଟମ୍ଭ ପାଇଁ ଚିହ୍ନ ସ୍ବରୂପ ହବେ। ସେ ଦକ୍ସ୍ଟ ହେଁ ଏକ ଦିନ ରେ ମରିବେ।
ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।
ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।
ପକ୍ସ୍ଟଣି ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରିଲେ। ଆଉ ଏଲିଙ୍କର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନ ଓ ପୀନହସ୍ ହତ ହେଲେ।
ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।
ପରମେଶ୍ବର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ଯାଗ କଲେ। ସହେି ତମ୍ବୁରେ ପରମେଶ୍ବର ମନୁଷ୍ଯମାନଙ୍କ ମଧ୍ୟରେ ରହୁଥିଲେ।
ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମ ରେ ଖ୍ଯାତ ଶୀଲୋସ୍ଥିତ ଗୃହକୁ ୟାଅ। ସଠାେ ରେ ଦେଖ ଇଶ୍ରାୟେଲ ଲୋକଙ୍କ ଦୁଷ୍ଟତା ୟୋଗୁଁ ଆମ୍ଭେ ସମାନଙ୍କେ ପ୍ରତି କ'ଣ କରୁଅଛୁ।
ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ୟିରୂଶାଲମ ଯାଉଥିଲେ।