Home Bibles ଲେବୀୟ ପୁସ୍ତକ 23:4 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:4 · ଓଡ଼ିଆ ବାଇବେଲ

ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।

Cross references

ଯାତ୍ରା ପୁସ୍ତକ 23:14

ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।

ଲେବୀୟ ପୁସ୍ତକ 23:2

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ଲେବୀୟ ପୁସ୍ତକ 23:37

ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ବତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସହେିଥି ରେ ତୁମ୍ଭମାନେେ ପ୍ରେତ୍ୟକକ ପର୍ବର ନିରୂପିତ ଦିନ ରେ ସଦାପ୍ରଭୁଙ୍କୁ ନବୈେଦ୍ଯ, ହାମବେଳି, ଶସ୍ଯ ନବୈେଦ୍ଯ, ବଳିଦାନ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭମାନେେ ପବିତ୍ର ସଭା ରେ ଘାଷେଣା କରିବା ଉଚିତ୍

ଯିଶାଇୟ 29:1

ପରମେଶ୍ବର କୁହନ୍ତି, ହାୟ ଅରୀଯଲେ, ଅରୀଯଲେ, ଦାଉଦର ଛାଉଣୀ ନଗର। ବର୍ଷକୁ ବର୍ଷ ୟୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ।

Interlinear

Choose Theme