Home Bibles ଯୋହନଲିଖିତ ସୁସମାଚାର 5:1 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:1 · ଓଡ଼ିଆ ବାଇବେଲ

ପୋଖରୀ ପାଖ ରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହାପରେ ଯୀଶୁ ଯୀହୂଦୀମାନଙ୍କର ଗୋଟିଏ ବିଶଷେ ପର୍ବ ଥିବାରୁ ସେ ୟିରୂଶାଲମକୁ ଗଲେ।

Cross references

ଯାତ୍ରା ପୁସ୍ତକ 23:14

ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।

ଯାତ୍ରା ପୁସ୍ତକ 34:23

ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।

ଲେବୀୟ ପୁସ୍ତକ 23:2

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ଦିତୀୟ ବିବରଣ 16:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

ମାଥିଉଲିଖିତ ସୁସମାଚାର 3:15

ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।

ଯୋହନଲିଖିତ ସୁସମାଚାର 2:13

ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

ଗାଲାତୀୟଙ୍କ ପ୍ରତି ପତ୍ର 4:4

କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।

Interlinear

Choose Theme