ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।
Cross references
ଯେତବେେଳେ ସହେି ଦେଶ ଅକ୍ତିଆର ହୁଏ, ତା'ହାଲେ ତୁମ୍ଭମାନେେ ଗୃହକୁ ଫରେି ପାରିବ। ତା ହେଲେ ତୁମ୍ଭମାନେେ ସଦାପ୍ରଭୁ ଓ ଇଶ୍ରାୟେଲଙ୍କଠା ରେ ନିରପରାଧି ହବେ। ଆଉ ସହେି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନେେ ଅଧିକାର କରିବ।
ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।
ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।
ତେଣୁ ରୂବନ୍େ, ଗାଦ୍ ଓ ମନଃଶିର ଅର୍ଦ୍ଧକେ ବଂଶଧରର ଲୋକମାନେ ଇଶ୍ରାୟେଲ ବଂଶଧରଙ୍କଠାରକ୍ସ୍ଟ ବିଦାଯ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠା ରେ ସମାନେେ ଥିଲେ। ସମାନେେ ସେ ସ୍ଥାନ ଛାଡି ଗିଲିଯଦକକ୍ସ୍ଟ ଗଲେ। ସମାନେେ ସଠାେରକ୍ସ୍ଟ ତାଙ୍କ ସ୍ବଭୂମିକକ୍ସ୍ଟ ଗଲେ ଯାହାକି ମାଶାେ ସମାନଙ୍କେୁ ଦଇେଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମଧ୍ଯ ସେ ଭୂମି ଦବୋ ପାଇଁ ନିର୍ଦ୍ଦେଶ ଦଇେଥିଲେ।
ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛକ୍ସ୍ଟକ ହକ୍ସ୍ଟଏ, ତବେେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ପଳାଇ ଆସ। ଯେଉଁ ସ୍ଥାନ ରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସହେି ଅଧିକାର ଦେଶକକ୍ସ୍ଟ ଆ ସେ। କିନ୍ତୁ ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ୟଜ୍ଞବଦେୀ ସ୍ଥାପନ କରନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଯେଉଁ ୟଜ୍ଞବଦେୀ ଅଛି ତା ଛଡା ଅନ୍ୟ ୟଜ୍ଞବଦେୀ ନିର୍ମାଣ ନ କର।
ଶୀଲୋ ରେ ପରମେଶ୍ବରଙ୍କ ଗୃହ ଥିବାର ସମସ୍ତ ସମୟ ସମାନେେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସହେି ଖାଦେିତ ପ୍ରତିମା ସ୍ଥାପନ କରି ରଖିଲେ।
ସହେି 12,000 ସୈନ୍ଯମାନେ ଏପରି 400 ୟକ୍ସ୍ଟବତୀଙ୍କକ୍ସ୍ଟ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସଐର୍କ ନ ଥିଲା। ସହେି ସୈନ୍ଯମାନେ ୟାବେଶ ଗିଲିଯଦରକ୍ସ୍ଟ ସହେି ସ୍ତ୍ରୀ ଲୋକମାନଙ୍କୁ ଶୀଲୋ ନିକଟର ଛାଉଣୀକକ୍ସ୍ଟ ନଇେ ଆସିଲେ। ଯାହାକି କିଣାନ ଦେଶ ରେ ଥିଲା।
ସମାନେେ କହିଲେ, ଶୀଲୋ ରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସଠାେରେ ହକ୍ସ୍ଟଏ। ଶୀଲୋ ବୈେଥଲର ଉତ୍ତର ରେ ଥିଲା, ବୈଥଲଠାେରକ୍ସ୍ଟ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକକ୍ସ୍ଟ ଥିଲା।
ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।
ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।
ତା'ପରେ ଇଶ୍ରାୟେଲୀୟ ସୈନ୍ଯଗଣ ଛାଉଣୀ ନିକଟକକ୍ସ୍ଟ ଫରେି ଆସିଲେ। ତା'ପରେ ପ୍ରାଚୀନଗଣ ପଚାରିଲେ, ସଦାପ୍ରଭୁ କାହିଁକି ଇଶ୍ରାୟେଲୀମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କଲେ? ଆସ, ଆମ୍ଭମାନେେ ଶିଲୋଠାରକ୍ସ୍ଟ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକକକ୍ସ୍ଟ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
ସଦାପ୍ରଭୁ ଶୀଲୋ ରେ ଏଲିର ବଂଶ ବିଷଯ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯ ସିଦ୍ଧ କରିବା ପାଇଁ ଶଲୋମନ ଅବିଯାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।
ୟାରବିଯାମ ନିଜର ପତ୍ନୀକୁ କହିଲେ, ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।
ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।
ପରମେଶ୍ବର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ଯାଗ କଲେ। ସହେି ତମ୍ବୁରେ ପରମେଶ୍ବର ମନୁଷ୍ଯମାନଙ୍କ ମଧ୍ୟରେ ରହୁଥିଲେ।
ପୁଣି ପରମେଶ୍ବର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ବର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମ ରେ ଖ୍ଯାତ ଶୀଲୋସ୍ଥିତ ଗୃହକୁ ୟାଅ। ସଠାେ ରେ ଦେଖ ଇଶ୍ରାୟେଲ ଲୋକଙ୍କ ଦୁଷ୍ଟତା ୟୋଗୁଁ ଆମ୍ଭେ ସମାନଙ୍କେ ପ୍ରତି କ'ଣ କରୁଅଛୁ।
ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'