Home Bibles ବିଚାରକର୍ତାମାନଙ୍କ ବିବରଣ 20:15 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:15 · ଓଡ଼ିଆ ବାଇବେଲ

ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।

Cross references

ଗଣନା ପୁସ୍ତକ 1:37

ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା 35,400

ଗଣନା ପୁସ୍ତକ 26:41

ବିନ୍ଯାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,600 ଥିଲେ।

ବିଚାରକର୍ତାମାନଙ୍କ ବିବରଣ 20:22

ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?”

ବିଚାରକର୍ତାମାନଙ୍କ ବିବରଣ 20:25

ଦ୍ବିତୀୟ ଦିନ ରେ ବିନ୍ଯାମୀନ ପରିବାରବର୍ଗର ସୈନ୍ଯଗଣ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଏହିଥର ବିନ୍ଯାମୀନ ତାଲିମ୍ପ୍ରାଲ୍ଗ ସୈନ୍ଯଗଣ ଇଶ୍ରାୟେଲର 18,000 ସୈନ୍ଯ ହତ୍ଯା କଲେ। ଯେଉଁମାନେ କି ସମାନଙ୍କେର ତାଲିମ ପ୍ରାଲ୍ଗ ସୈନିକ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 20:35

ସଦାପ୍ରଭୁ ଇଶ୍ରାୟେଲର ସୈନ୍ଯମାନଙ୍କ ଦ୍ବାରା ବିନ୍ଯାମୀନମାନଙ୍କୁ ପରାସ୍ତ କଲେ। ସହେିଦିନ ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର 25,100 ୈସନ୍ଯମାନଙ୍କୁ ହତ୍ଯା କଲେ। ସେ ସମସ୍ତ ସୈନ୍ଯମାନେ ମକ୍ସ୍ଟଖ୍ଯତଃ ତାଲିମ ନଇେଥିଲେ ୟକ୍ସ୍ଟଦ୍ଧ ପାଇଁ।

ବିଚାରକର୍ତାମାନଙ୍କ ବିବରଣ 20:46

ସହେିଦିନ 25,000 ଲୋକ ବିନ୍ଯାମୀନୀଯ ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ମରିଗଲେ। ଯେଉଁମାନେ କି ବୀରତାର ସହକା ରେ ୟକ୍ସ୍ଟଦ୍ଧ ଚଳାଇ ଥିଲେ।

Interlinear

Choose Theme