Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 20:35 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:35 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଇଶ୍ରାୟେଲର ସୈନ୍ଯମାନଙ୍କ ଦ୍ବାରା ବିନ୍ଯାମୀନମାନଙ୍କୁ ପରାସ୍ତ କଲେ। ସହେିଦିନ ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର 25,100 ୈସନ୍ଯମାନଙ୍କୁ ହତ୍ଯା କଲେ। ସେ ସମସ୍ତ ସୈନ୍ଯମାନେ ମକ୍ସ୍ଟଖ୍ଯତଃ ତାଲିମ ନଇେଥିଲେ ୟକ୍ସ୍ଟଦ୍ଧ ପାଇଁ।

Cross references

ବିଚାରକର୍ତାମାନଙ୍କ ବିବରଣ 20:15

ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।

ବିଚାରକର୍ତାମାନଙ୍କ ବିବରଣ 20:44

ଏହିପରି ଭାବରେ ବିନ୍ଯାମୀନୀଯ ଯୋଦ୍ଧା ସୈନିକ 18,000 ଲୋକଙ୍କକ୍ସ୍ଟ ହତ୍ଯା କଲେ।

ଆୟୁବ ପୁସ୍ତକ 20:5

ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

Interlinear

Choose Theme