ବିଚାରକର୍ତାମାନଙ୍କ ବିବରଣ 20:46 · ଓଡ଼ିଆ ବାଇବେଲ
ସହେିଦିନ 25,000 ଲୋକ ବିନ୍ଯାମୀନୀଯ ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ମରିଗଲେ। ଯେଉଁମାନେ କି ବୀରତାର ସହକା ରେ ୟକ୍ସ୍ଟଦ୍ଧ ଚଳାଇ ଥିଲେ।
Cross references
ବିଚାରକର୍ତାମାନଙ୍କ ବିବରଣ 20:15
ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।
ବିଚାରକର୍ତାମାନଙ୍କ ବିବରଣ 20:35
ସଦାପ୍ରଭୁ ଇଶ୍ରାୟେଲର ସୈନ୍ଯମାନଙ୍କ ଦ୍ବାରା ବିନ୍ଯାମୀନମାନଙ୍କୁ ପରାସ୍ତ କଲେ। ସହେିଦିନ ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର 25,100 ୈସନ୍ଯମାନଙ୍କୁ ହତ୍ଯା କଲେ। ସେ ସମସ୍ତ ସୈନ୍ଯମାନେ ମକ୍ସ୍ଟଖ୍ଯତଃ ତାଲିମ ନଇେଥିଲେ ୟକ୍ସ୍ଟଦ୍ଧ ପାଇଁ।