Home Bibles ବିଚାରକର୍ତାମାନଙ୍କ ବିବରଣ 20:14 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:14 · ଓଡ଼ିଆ ବାଇବେଲ

ପକ୍ସ୍ଟଣି ସନ୍ତାନଗଣ ବିନ୍ଯାମୀନ ପରିବାରବର୍ଗର ଲୋକମାନେ ନଗରମାନରକ୍ସ୍ଟ ବାହାରି ଗିବିଯାକକ୍ସ୍ଟ ୟାଇ ଇଶ୍ରାୟେଲର ଅନ୍ୟ ବଂଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ।

Cross references

ଗଣନା ପୁସ୍ତକ 20:20

ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, ନା! ତା'ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ଯବାହିନୀ ନଇେ ଇଶ୍ରାୟେଲ ବିରୁଦ୍ଧ ରେ ଲଢିବାକୁ ବାହାରିଲେ।

ଗଣନା ପୁସ୍ତକ 21:23

ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।

ଦିତୀୟ ବଂଶାବଳୀ 13:13

କିନ୍ତୁ ୟାରବିଯାମ୍ ଅବିଯଙ୍କ ସୈନ୍ଯଦଳର ପେଛ ପେଛ ଗୋପନ ରେ ୟିବା ନିମନ୍ତେ ଏକ ଦଳ ସୈନ୍ଯଙ୍କୁ ପଠାଇଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ୟିହୁଦୀଯଙ୍କ ସୈନ୍ଯଦଳର ସମ୍ମୁଖ ରେ ଥିଲେ। ୟାରବିଯାମ୍ଙ୍କ ସୈନ୍ଯଦଳର ଲୁଚି ରହିଥିବା ସୈନ୍ଯମାନେ ଯିହୁଦାର ପଶ୍ଚାତ୍ ରେ ଥିଲେ।

ଆୟୁବ ପୁସ୍ତକ 15:25

କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।

Interlinear

Choose Theme