Home Bibles ଗଣନା ପୁସ୍ତକ 1:37 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 1:37 · ଓଡ଼ିଆ ବାଇବେଲ

ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା 35,400

Cross references

ଗଣନା ପୁସ୍ତକ 2:23

ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 35,400

ଗଣନା ପୁସ୍ତକ 26:41

ବିନ୍ଯାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,600 ଥିଲେ।

ବିଚାରକର୍ତାମାନଙ୍କ ବିବରଣ 20:44

ଏହିପରି ଭାବରେ ବିନ୍ଯାମୀନୀଯ ଯୋଦ୍ଧା ସୈନିକ 18,000 ଲୋକଙ୍କକ୍ସ୍ଟ ହତ୍ଯା କଲେ।

ଦିତୀୟ ବଂଶାବଳୀ 17:17

ବିନ୍ଯାମୀନ୍ ଗୋଷ୍ଠୀର ଏହିମାନେ ସନୋଧ୍ଯକ୍ଷ ଥିଲେ : ଇଲିଯାଦାଙ୍କର 2,00,000 ଜଣ ସୈନ୍ଯ ଥିଲେ, ଯେଉଁମାନେ ଧନୁ, ତୀର ଓ ଢ଼ାଲ ବ୍ଯବହାର କରୁଥିଲେ। ଇଲିଯାଦା ଜଣେଅତି ସାହସୀ ସୈନ୍ଯ ଥିଲେ।

Interlinear

Choose Theme