Home Bibles ବିଚାରକର୍ତାମାନଙ୍କ ବିବରଣ 20:25 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:25 · ଓଡ଼ିଆ ବାଇବେଲ

ଦ୍ବିତୀୟ ଦିନ ରେ ବିନ୍ଯାମୀନ ପରିବାରବର୍ଗର ସୈନ୍ଯଗଣ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଏହିଥର ବିନ୍ଯାମୀନ ତାଲିମ୍ପ୍ରାଲ୍ଗ ସୈନ୍ଯଗଣ ଇଶ୍ରାୟେଲର 18,000 ସୈନ୍ଯ ହତ୍ଯା କଲେ। ଯେଉଁମାନେ କି ସମାନଙ୍କେର ତାଲିମ ପ୍ରାଲ୍ଗ ସୈନିକ ଥିଲେ।

Cross references

ଆଦି ପୁସ୍ତକ 18:25

ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

ଆଦି ପୁସ୍ତକ 49:27

ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।

ବିଚାରକର୍ତାମାନଙ୍କ ବିବରଣ 20:21

ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।

ଆୟୁବ ପୁସ୍ତକ 9:12

ଯଦି ପରମେଶ୍ବର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, 'ତୁମ୍ଭେ କ'ଣ କରୁଛ?'

ଗୀତସଂହିତା 97:2

ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।

ହୋଶେୟ 10:9

ଇଶ୍ରାୟେଲ, ତୁମ୍ଭେ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସଠାେ ରେ ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ ରେ ସହେି ମନ୍ଦ ଲୋକମାନଙ୍କୁ ଗିବିଯା ରେ ଧରିବ।

ରୋମୀୟଙ୍କ ପ୍ରତି ପତ୍ର 2:5

କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

ରୋମୀୟଙ୍କ ପ୍ରତି ପତ୍ର 3:5

ଆମ୍ଭେ ଯେତବେେଳେ ଭୁଲ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ବର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ବର ଯେତବେେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କଣ ଆମ୍ଭେ କହି ପାରିବା ଯେ, ସେ ଅନ୍ଯାଯୀ? ମୁଁ କେତକେ ଲୋକଙ୍କ ଭାବିବାର ଢ଼ଙ୍ଗ ବିଷୟ ରେ କହୁଛି।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

Interlinear

Choose Theme