ଏହାପରେ ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ କହିଲେ, ତୁମ୍ଭେ ନିଜର ବର୍ଚ୍ଛା ଅଯ ନଗର ଆଡକକ୍ସ୍ଟ ନିକ୍ଷପେ କର। ଯେ ହତେକ୍ସ୍ଟ ମୁ ତୁମ୍ଭକୁ ସହେି ନଗର ହସ୍ତାନ୍ତର କରିବି। ତେଣୁ ଯିହାଶୂେୟ ନିଜର ବର୍ଚ୍ଛା ନଗର ଆଡକକ୍ସ୍ଟ ନିକ୍ଷପେ କଲେ।
Cross references
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ' ମାରେ ଲୋକମାନଙ୍କୁ ୟିବା ପାଇଁ ଦିଅ, ଯାହାଫଳ ରେ ସମାନେେ ମାେତେ ଉପାସନା କରିବେ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ସେ ତା'ର ଆଶାବାଡିକୁ ଧରି ନଦୀ, ହ୍ରଦ, କନୋଲ, ସବୁଆଡେ ବୁଲାଉ। ଏହାପରେ ବେଙ୍ଗମାନେ ମିଶରର ସ୍ଥଳଭାଗ ରେ ଉଠି ଆସିବେ।
ତୁମ୍ଭର ଆଶାବାଡିକୁ ସୂଫ ସମୁଦ୍ର ଉପରେ ବୁଲାଅ, ତାହା ବିଭକ୍ତ ହବେ, ଯାହା ଫଳ ରେ ଇଶ୍ରାୟେଲର ଲୋକମାନେ ସମୁଦ୍ର ମଧିଅରେ ଶୁଖିଲା ପଥରେ ୟାଇ ପାରିବେ।
ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।
ତୁମ୍ଭମାନେେ ତୁମ୍ଭମାନଙ୍କର ଲକ୍ସ୍ଟଚି ରହିଥିବା ସ୍ଥାନରକ୍ସ୍ଟ ବାହାରି ନଗରକକ୍ସ୍ଟ ନିଜ ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନଗରକକ୍ସ୍ଟ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦବେେ।
ଅଯ ନିବାସୀ ସମସ୍ତଙ୍କକ୍ସ୍ଟ ବର୍ଜିତ ରୂପେ ବିନାଶ କରିବା ୟାଏ ଯିହାଶୂେୟ ନିଜ ହାତ ରେ ଧରିଥିବା ବର୍ଚ୍ଛାକକ୍ସ୍ଟ ବିସ୍ତାର କରିଥିଲେ। ଏହାକକ୍ସ୍ଟ ଯିହାଶୂେୟ ସଙ୍କକ୍ସ୍ଟଚିତ କଲେ ନାହିଁ।
ସେ ଗୋଡ ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲେ ଓ ସେ ପଛ ରେ ପିତ୍ତଳର ବର୍ଚ୍ଛା ବନ୍ଧା ହାଇେଥିଲା।
ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।
ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।
କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।
ଯୋଦ୍ଧା ଘୋଡ଼ା ପିଠି ରେ ବସି ତୂଣିର ବାନ୍ଧି ଥାଏ। ବର୍ଚ୍ଛା, ଢ଼ାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ୟ୍ଯ କିରଣ ରେ ଝଲମଲ କରୁଥାଏ।