Home Bibles ☰ Books ଆୟୁବ ପୁସ୍ତକ 15:25 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 15:25 · ଓଡ଼ିଆ ବାଇବେଲ

କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।

Cross references

ଯାତ୍ରା ପୁସ୍ତକ 5:2

କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।

ଯାତ୍ରା ପୁସ୍ତକ 9:17

ତଥାପି ମଧ୍ଯ ତୁମ୍ଭେ ମାରେ ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମାରେ ଲୋକମାନଙ୍କୁ ମୁକ୍ତ କରୁନାହଁ।

ଲେବୀୟ ପୁସ୍ତକ 26:23

ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

ପ୍ରଥମ ଶାମୁୟେଲ 4:7

ତହିଁରେ ପଲେଷ୍ଟୀୟମାନେ ଭୀତ ହାଇେ କହିଲେ, ପରମେଶ୍ବର ଛାଉଣୀକି ଆସି ଅଛନ୍ତି, ଆହକ୍ସ୍ଟରି ମଧ୍ଯ ସମାନେେ କହିଲେ, ହାୟ! ଆମ୍ଭମାନେେ ଅସକ୍ସ୍ଟବିଧା ରେ ଅଛକ୍ସ୍ଟ। ଏହା ପୂର୍ବରକ୍ସ୍ଟ ଏପରି କବେେ ହାଇନୋହିଁ।

ପ୍ରଥମ ଶାମୁୟେଲ 6:6

ମିସ୍ରୀଯମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦଯକକ୍ସ୍ଟ କଠିନ କର ନାହିଁ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନିର୍ମମ ଭାବରେ ଦଣ୍ତ ଦେଲେ। ସମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡିବା ପାଇଁ ଦେଲେ।

ଆୟୁବ ପୁସ୍ତକ 9:4

ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

ଆୟୁବ ପୁସ୍ତକ 15:13

ତୁମ୍ଭେ ଏହା ଦ୍ବଷେପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ବରଙ୍କ ବିରୁଦ୍ଧାଚରଣ କରୁଛ।

ଆୟୁବ ପୁସ୍ତକ 36:9

ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।

ଆୟୁବ ପୁସ୍ତକ 40:9

ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।

ଗୀତସଂହିତା 52:7

ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।

ଗୀତସଂହିତା 73:9

ସହେି ଗର୍ବୀ ଲୋକମାନେ ନିଜକୁ ଦବେତା ବୋଲି ଭାବନ୍ତି। ସମାନେେ ଭାବନ୍ତି ସମାନେେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।

ଗୀତସଂହିତା 73:11

ସହେି ଦୁଷ୍ଟ ଲୋକମାନେ କହନ୍ତି, ପରମେଶ୍ବର ଜାଣି ନାହାଁନ୍ତି ଆମ୍ଭେ ୟାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ବର ଏହା ଜାଣନ୍ତି ନାହିଁ!

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

Interlinear

Choose Theme