ପ୍ରଥମ ଶାମୁୟେଲ 17:6 · ଓଡ଼ିଆ ବାଇବେଲ
ସେ ଗୋଡ ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲେ ଓ ସେ ପଛ ରେ ପିତ୍ତଳର ବର୍ଚ୍ଛା ବନ୍ଧା ହାଇେଥିଲା।
Cross references
ପ୍ରଥମ ଶାମୁୟେଲ 17:45
ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।
ପ୍ରଥମ ରାଜାବଳୀ 10:16
ସେ ମଧ୍ଯ ପିଟା ସୁନା ରେ 200 ବଡ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲ ରେ 600 ଶକେଲ ସୁନା ଲାଗିଲା।
ଦିତୀୟ ବଂଶାବଳୀ 9:15
ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।