ପ୍ରଥମ ଶାମୁୟେଲ 17:41 · ଓଡ଼ିଆ ବାଇବେଲ
ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।
Cross references
ଯିହୋଶୂୟ 8:18
ଏହାପରେ ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ କହିଲେ, ତୁମ୍ଭେ ନିଜର ବର୍ଚ୍ଛା ଅଯ ନଗର ଆଡକକ୍ସ୍ଟ ନିକ୍ଷପେ କର। ଯେ ହତେକ୍ସ୍ଟ ମୁ ତୁମ୍ଭକୁ ସହେି ନଗର ହସ୍ତାନ୍ତର କରିବି। ତେଣୁ ଯିହାଶୂେୟ ନିଜର ବର୍ଚ୍ଛା ନଗର ଆଡକକ୍ସ୍ଟ ନିକ୍ଷପେ କଲେ।
ପ୍ରଥମ ଶାମୁୟେଲ 17:7
ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।