ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।
Cross references
କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?
ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।
ତେଣୁ ୟିହୋଶୂଯ ଏବଂ ତାଙ୍କର ଲୋକମାନେ ଅମାଲକେୀଯମାନଙ୍କୁ ସହେି ୟୁଦ୍ଧ ରେ ପରାସ୍ତ କଲେ।
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
ଏହାପରେ ମାଶାେ ଓ ତାଙ୍କର ପରିଚାଳକ ଯିହାଶୂେୟ ଉଠିଲେ, ମାଶାେ ପରମେଶ୍ବରଙ୍କର ପର୍ବତକୁ ଆରୋହଣ କଲେ।
ଏହି ପ୍ରକା ରେ ସଦାପ୍ରଭୁ ମାଶାଙ୍କେ ସହିତ ମୁହାଁମୁହିଁ କଥାପାର୍ତ୍ତା ହେଲେ। ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମାଶାେ କଥାବାର୍ତ୍ତା କରିସାରିବା ପରେ ଛାଉଣୀକୁ ଫରେି ଆସିଲା। କିନ୍ତୁ ତାଙ୍କର ପରିଚାରକ ସର୍ବଦା ତମ୍ବୁ ରେ ରହୁଥିଲେ। ସହେି ପରିଚାରକର ନାମ ଥିଲା ଯିହାଶୂେୟ, ସେ ଥିଲେ ନୂନର ପୁତ୍ର।
ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।
ଇଫ୍ରଯିମ ଗୋଷ୍ଠୀବର୍ଗ ମଧ୍ଯରୁ ନୂନର ପୁତ୍ର ହାେେଶୟ।
ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।
ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।
ତେଣୁ ଯିହାଶୂେୟ ତାଙ୍କର ସମସ୍ତ ସୈନ୍ଯ ଦଳ ଅଯକକ୍ସ୍ଟ ଆକ୍ରମଣ କରିବାକୁ ଆଗଇେ ନେଲେ। ଏହାପରେ ଯିହାଶୂେୟ ତାଙ୍କର 30,000 ନିପୂଣ ୈସନ୍ଯମାନଙ୍କୁ ବିଛିଲେ। ସମାନଙ୍କେୁ ସହେି ରାତ୍ରି ରେ ପଠାଇ ଦେଲେ।
ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ।
ଆମ୍ଭର ପୂର୍ବପୁରୁଷମାନେ ସହେି ପବିତ୍ର ତମ୍ବୁ ସାଙ୍ଗ ରେ ଆଣିଥିଲେ। ସହେି ସମୟରେ ୟିହୋଶୂୟଙ୍କ ନତେୃତ୍ବ ରେ ସମାନେେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନଇେଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନା ରେ ବାହାର କରି ଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ୟ୍ଯନ୍ତ ଥିଲା।
ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।