Home Bibles ବିଚାରକର୍ତାମାନଙ୍କ ବିବରଣ 20:34 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:34 · ଓଡ଼ିଆ ବାଇବେଲ

10 ,000 ଉତ୍ତମ ତାଲିମପ୍ରାଲ୍ଗ ସୈନିକମାନେ ଗିବିଯାକକ୍ସ୍ଟ ଆକ୍ରମଣ କଲେ। ଏହା ଏକ ଭୟଙ୍କର ୟକ୍ସ୍ଟଦ୍ଧ ଥିଲା କିନ୍ତୁ ବିନ୍ଯାମୀନ ସୈନ୍ଯମାନେ ଅନକ୍ସ୍ଟଭବ କରିପାରିଲେ ନାହିଁ ଯେ, ଏକ ଦକ୍ସ୍ଟର୍ଘଟଣା ସମାନଙ୍କେ ଉପରେ ଘଟିବାକକ୍ସ୍ଟ ଯାଉଛି।

Cross references

ଯିହୋଶୂୟ 8:14

ଯେତବେେଳେ ଅଯର ରାଜା ଇଶ୍ରାୟେଲର ୈସନ୍ଯମାନଙ୍କୁ ଦେଖିଲେ, ଅଯର ରାଜା ଏବଂ ତାଙ୍କର ସୈନ୍ଯମାନେ ଇଶ୍ରାୟେଲର ସୈନ୍ଯମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ତରବର ହାଇେ ବାହାରି ଆସିଲେ। ଅଯର ରାଜା ପୂର୍ବ ପଟ ରେ ଥିବା ୟର୍ଦ୍ଦନ ଉପତ୍ୟକା ଆଡକକ୍ସ୍ଟ ଅଗ୍ରସର ହେଲେ। ସେ ଲକ୍ଷ୍ଯ କରି ନଥିଲେ ଯେ ସୈନ୍ଯମାନେ ନଗରର ପଛ ପଟେ ଲକ୍ସ୍ଟଚି ଅଛନ୍ତି ବୋଲି।

ଆୟୁବ ପୁସ୍ତକ 21:13

ଦୁଷ୍ଟ ବ୍ଯକ୍ତି ସାରାଜୀବନ ସୌଭାଗ୍ଯ ରେ ଦିନ କାଟନ୍ତି। ତା'ପରେ ସମାନେେ ମୃତ୍ଯୁ ମୁଖ ରେ ପଡ଼ନ୍ତି। କୌଣସି ୟନ୍ତ୍ରଣା ଭୋଗ ନ କରି ସମାନେେ କବରକୁ ୟାଆନ୍ତି।

ହିତୋପଦେଶ 4:19

କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ଯ, ସମାନେେ କାହିଁ ରେ ଝୁଣ୍ଟି ପଡ଼ନ୍ତି, ତାହା ସମାନେେ ଜାଣନ୍ତି ନାହିଁ।

ହିତୋପଦେଶ 29:6

ମନ୍ଦ ଲୋକର ଅଧର୍ମ ରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

ଉପଦେଶକ 9:12

କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।

ଯିଶାଇୟ 3:10

ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

ଯିଶାଇୟ 47:11

ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ ; ତୁମ୍ଭେ ଜାଣିବ ନାହିଁ ଏହା କେତବେେଳେ ଘଟିବ। ତୁମ୍ଭ ଉପ ରେ ବିପଦ ପଡ଼ିବ। ମାତ୍ର ତୁମ୍ଭେ ତାହା ଦୂର କରିପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହବେ, ତାହା ତୁମ୍ଭେ ଜାଣିବ ନାହିଁ।

ମାଥିଉଲିଖିତ ସୁସମାଚାର 24:44

ଠିକ୍ ସହେିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତବେେଳେ ଆଶା କରୁ ନଥିବ, ଠିକ୍ େସତକେି ବେଳେ ମନୁଷ୍ଯପୁତ୍ର ଆସିଯିବେ।

ଲୂକଲିଖିତ ସୁସମାଚାର 21:34

ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3

ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

Interlinear

Choose Theme