Home Bibles ଯିହୋଶୂୟ 8:5 · ଓଡ଼ିଆ ବାଇବେଲ
ଯିହୋଶୂୟ 8:5 · ଓଡ଼ିଆ ବାଇବେଲ

ମାେ ସହିତ ସମସ୍ତ ସୈନଯଗଣ ନଗର ନିକଟକକ୍ସ୍ଟ ୟିବକ୍ସ୍ଟ। ସମାନେେ ଯେ ତବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭମାନେେ ବକ୍ସ୍ଟଲିପଡିବକ୍ସ୍ଟ ଓ ସମାନଙ୍କେ ନିକଟରକ୍ସ୍ଟ ଦୌଡି ପଳାଇବକ୍ସ୍ଟ ଆମ୍ଭମାନେେ ପୂର୍ବରକ୍ସ୍ଟ ଯେପରି କରିଥିଲକ୍ସ୍ଟ।

Cross references

ଯିହୋଶୂୟ 7:5

ଅଯର ଲୋକମାନେ ସମାନଙ୍କେର ପେଛ ଗୋଡଇେ ଗୋଡଇେ ଆଣି ଶବାରୀମ ପର୍ୟ୍ଯନ୍ତ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 20:31

ବିନ୍ଯାମୀନର ସୈନ୍ଯମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାପାଇଁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଇଶ୍ରାୟେଲର ସୈନ୍ଯମାନେ ପଳାଯନ କଲେ ଓ ବିନ୍ଯାମୀନ ସୈନ୍ଯମାନେ ସମାନଙ୍କେର ପଛ ରେ ଗୋଡ଼ାଇଲେ। ଏହି ପ୍ରକା ରେ ସମାନେେ ଇଶ୍ରାୟେଲମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକକ୍ସ୍ଟ ପଛ ରେ ଛାଡି ୟିବାର କଲେ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

Interlinear

Choose Theme