Home Bibles ଉପଦେଶକ 9:12 · ଓଡ଼ିଆ ବାଇବେଲ
ଉପଦେଶକ 9:12 · ଓଡ଼ିଆ ବାଇବେଲ

କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।

Cross references

ଆୟୁବ ପୁସ୍ତକ 18:8

ତାଙ୍କ ନିଜର ପାଦ ତାଙ୍କୁ ୟନ୍ତା ଭିତରକୁ ଟାଣି ନବେ। ସେ ସହେି ୟନ୍ତା ଭିତରକୁ ୟାଇ ତା' ଭିତ ରେ ବନ୍ଦୀ ହବେ।

ଗୀତସଂହିତା 11:6

ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।

ଗୀତସଂହିତା 73:18

ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।

ଗୀତସଂହିତା 73:19

ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ହିତୋପଦେଶ 6:15

କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହବେ। ସେ ଆକସ୍ମିକ ଶୀଘ୍ର ବିନାଶ ହବେ। ଏବଂ ତାଙ୍କୁ କିଛି ଉପାଯ ମିଳିବ ନାହିଁ।

ହିତୋପଦେଶ 7:22

ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂ ସଇଖାନୋକୁ ୟାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଚାଲି ଯାଉଥିଲା।

ହିତୋପଦେଶ 24:22

କାରଣ ସମାନଙ୍କେର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସମାନଙ୍କେର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।

ହିତୋପଦେଶ 29:6

ମନ୍ଦ ଲୋକର ଅଧର୍ମ ରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।

ଉପଦେଶକ 8:5

ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।

ଉପଦେଶକ 8:8

କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

ଯିଶାଇୟ 30:13

ସହେି ପାପ ପତନ ହବେ, ଠିକ୍ ଯେପରି ଉଚ୍ଚ କାନ୍ଥ ରେ ଫାଟ ଦଇେ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ।

ଯିହିଜିକଲ 32:3

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରୀତ କରି ତୁମ୍ଭ୍ ଉପ ରେ ମାରେ ଜାଲ ପ୍ରସାରଣ କରିବି। ଆଉ ସମାନେେ ଆମ୍ଭ ଜାଲ ରେ ତୁମ୍ଭକୁ ଉପରକୁ ଆଣିବେ।

ହୋଶେୟ 7:12

ସମାନେେ ଯେଉଁ ଯେଉଁ ଦେଶକୁ ସାହାୟ୍ଯ ପାଇଁ ଯିବେ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର ଜାଲ ବିଛାଇ ଦବୋ ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘନେି ଆସିବା। ସମାନଙ୍କେର ଚୁକ୍ତି ପାଇଁ ସମାନଙ୍କେୁ ଦଣ୍ତଦବୋ।

ହବକକୂକ 1:14

ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ ସମାନେେ ବିନା ନେତା ରେ ସମୁଦ୍ରର େଛାଟ ପ୍ରାଣୀ ସଦୃଶ।

ଲୂକଲିଖିତ ସୁସମାଚାର 12:20

କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

ଲୂକଲିଖିତ ସୁସମାଚାର 12:39

ମନରେଖ, ଯଦି ଘରର ମାଲିକ ଆଗରୁ ଜାଣିପାରନ୍ତି ଯେ, ଚୋର କେତବେେଳେ ଆସିବ, ତବେେ ସେ ଚୋରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।

ଲୂକଲିଖିତ ସୁସମାଚାର 17:26

ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।

ଲୂକଲିଖିତ ସୁସମାଚାର 19:42

ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।

ଲୂକଲିଖିତ ସୁସମାଚାର 21:34

ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3

ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:26

ଶୟତାନ ସମାନଙ୍କେୁ ଫାନ୍ଦ ରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହାଇପୋ ରେ ଯେ ସମାନେେ ସଜାଗ ହବେେ ଓ ଶୟତାନର ସହେି କାର୍ୟ୍ଯ ଦେଖିବେ। ତା'ପରେ ସମାନେେ ଶୟତାନର ଫାନ୍ଦରୁ ମୁକ୍ତ ହବେେ।

ପିତରଙ୍କ ପ୍ରଥମ ପତ୍ 2:12

ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।

ପିତରଙ୍କ ଦିତୀୟ ପତ୍ର 2:12

କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ ରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍ତେ ଜନ୍ମ ହାଇେଛନ୍ତି। ସହେି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ଯ ନଷ୍ଟ ହବେେ।

Interlinear

Choose Theme