ଯିହୋଶୂୟ 8:13 · ଓଡ଼ିଆ ବାଇବେଲ
ଏହିପରି ଭାବରେ ଯିହାଶୂେୟ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନଙ୍କେର ମୂଖ୍ଯ ଛାଉଣୀ ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସହେି ରାତ୍ରି ରେ ଯିହାଶୂେୟ ଉପତ୍ୟକା ମଧ୍ଯକକ୍ସ୍ଟ ଗଲେ।
Cross references
ଯିହୋଶୂୟ 8:8
ତୁମ୍ଭମାନେେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁ ନଗରକକ୍ସ୍ଟ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତକ୍ସ୍ଟମ୍ଭ ନିଯନ୍ତ୍ରଣକକ୍ସ୍ଟ ଆଣିବା ପରେ ସହେି ନଗର ରେ ଅଗ୍ନି ସଂୟୋଗ କର।
ଯିହୋଶୂୟ 8:12
ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।