Home Bibles ଯିଶାଇୟ 19:13 · ଓଡ଼ିଆ ବାଇବେଲ
ଯିଶାଇୟ 19:13 · ଓଡ଼ିଆ ବାଇବେଲ

ସିୟୋନର ଅଧିପତିମାନେ ନିର୍ବୋଧ ହାଇେ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସହେି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।

Cross references

ଗଣନା ପୁସ୍ତକ 24:17

ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।

ପ୍ରଥମ ଶାମୁୟେଲ 14:38

ତା'ପରେ ଶାଉଲ କହିଲେ, ସମସ୍ତ ନେତାମାନଙ୍କୁ ମାେ ପାଖକକ୍ସ୍ଟ ଡାକ। ଆସ ଆମ୍ଭେ ଖାଜେିବ, ଆଜି କିଏ ଏହି ପାପ କଲା।

ଯିଶାଇୟ 19:11

ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'

ଯିରିମିୟ 2:16

ଅଧିକନ୍ତୁ ନୋଫର ଓ ତଫନ ହଷେର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।

ଯିରିମିୟ 44:1

ଯେଉଁ ୟିହୁଦୀଯମାନେ ମିଶର ଦେଶସ୍ଥ ମିର୍ଦୋଲ ରେ, ତଫନ ହଷେ ରେ, ନୋଫ ରେ ଓ ପଥ୍ରୋପ ପ୍ରଦେଶ ରେ ବାସ କଲେ ସମାନଙ୍କେ ଉଦ୍ଦେଶ୍ଯ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 46:14

ତୁମ୍ଭମାନେେ ମିଶର ରେ ପ୍ରଚାର କର, ମିଖଦୋଲ ରେ ଘାଷେଣା କର, ଆଉ ନୋଫ ଓ ତଫନ ହଷେ ରେ କୁହ, 'ତୁମ୍ଭମାନେେ ୟୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ଲୋକମାନଙ୍କୁ ବିନାଶ କରିଚାଲିଛି।'

ଯିରିମିୟ 46:19

ହେ ମିଶର କନ୍ଯା, ତୁମ୍ଭେ ନିର୍ମାସନ ୟିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ବଂସପ୍ରାପ୍ତ ଓ ଦଗ୍ଧିଭୂତ ହବେ। ସଠାେ ରେ କହେି ଲୋକ ବାସ କରିବେ ନାହିଁ।

ଯିହିଜିକଲ 30:13

ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।

ଯିହିଜିକଲ 30:16

ଏବଂ ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ସୀନ ମହାୟାତନାଗ୍ରସ୍ତ ହବେ ଓ ନୋ-ନଗର ଭଗ୍ନ ହବେ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।

ହୋଶେୟ 9:6

ଇଶ୍ରାୟେଲର ଲୋକମାନେ ଛାଡି ଗ୍ଭଲିଗଲେ କାରଣ ଶତୃ ସମାନଙ୍କେଠାରୁ ସବୁକିଛି ନଇଗେଲା। ମେମ୍ପିସ ସମାନଙ୍କେୁ ସମାଧି ଦବେ। ସମାନଙ୍କେର ରେ ୗପ୍ୟ ଭଣ୍ତାର ରେ ଅନାବନା ଘାସ ବଢିବ। ଇଶ୍ରାୟେଲୀୟର ବାସସ୍ଥଳ ରେ କଣ୍ଟା ଉତ୍ପନ୍ନ ହବେ।

ଯିଖରିୟ 10:4

କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିବେ।

ରୋମୀୟଙ୍କ ପ୍ରତି ପତ୍ର 1:22

ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତ ରେ ସମାନେେ ମୂର୍ଖ ହାଇଗେଲେ।

ପିତରଙ୍କ ପ୍ରଥମ ପତ୍ 2:7

ତୁମ୍ଭ୍ ଭଳି ବିଶ୍ବାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ଯବାନ। କିନ୍ତୁ ଯୀଶୁ ଅବିଶ୍ବାସୀମାନଙ୍କ ଲାଗି :

Interlinear

Choose Theme