Home Bibles ଆଦି ପୁସ୍ତକ 49:21 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 49:21 · ଓଡ଼ିଆ ବାଇବେଲ

ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।

Cross references

ଆଦି ପୁସ୍ତକ 30:8

ରାହେଲ କହିଲା, ମୁଁ ମାରେ ଭଉଣୀ ସହିତ ସଂଘର୍ଷ କରି ଜଯ କଲି। ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।

ଆଦି ପୁସ୍ତକ 46:24

ନପ୍ତାଲିର ପୁତ୍ର ୟହସିଯଲେ, ଗୂନି, ଯେତ୍ସର ଓ ଶିଲମେ ଥିଲେ।

ଦିତୀୟ ବିବରଣ 33:23

ମାଶାେ ନଲ୍ଗାଲିଙ୍କ ବିଷଯ ରେ ଏହିକଥା କହିଲେ, ନଲ୍ଗାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହବେ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।

ଯିହୋଶୂୟ 19:32

ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

ବିଚାରକର୍ତାମାନଙ୍କ ବିବରଣ 4:6

ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ବିଚାରକର୍ତାମାନଙ୍କ ବିବରଣ 4:10

ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

ବିଚାରକର୍ତାମାନଙ୍କ ବିବରଣ 5:18

ସବୂଲୂନ ମରଣ ପର୍ୟ୍ଯନ୍ତେ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନଲ୍ଗାଲି କ୍ଷେତ୍ର ରେ ପ୍ରାଣପଣ କଲ।

ଦିତୀୟ ବଂଶାବଳୀ 10:7

ବୃଦ୍ଧ ବ୍ଯକ୍ତିମାନେ ରିହବିଯାମ୍ଙ୍କୁ କହିଲେ, ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହବେ ଓ ସମାନଙ୍କେୁ ସନ୍ତୁଷ୍ଟ କରିବ ଏବଂ ସମାନଙ୍କେୁ ମଧୁର କଥା କହିବ, ତବେେ ସମାନେେ ଚିରକାଳ ତୁମ୍ଭର ସବୋ କରିବେ।

ଗୀତସଂହିତା 18:33

ପରମେଶ୍ବର ମାେତେ ହରିଣଠାରୁ ଅଧିକ ବଗରେେ ଦୌଡ଼ିବାକୁ ସାହାୟ୍ଯ କରନ୍ତି। ସେ ମାେତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।

ମାଥିଉଲିଖିତ ସୁସମାଚାର 4:15

ସବୂଲୂନ ଓ ନପ୍ତାଲୀ ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ୟର୍ଦ୍ଦନ ନଦୀର ପରପାରିସ୍ଥ ଗାଲୀଲୀର ଏକ ଅଣଯିହୂଦୀ ପ୍ରଦେଶ।

Interlinear

Choose Theme