ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।
Cross references
ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
ୟିରୋଣ ମିଗଦ୍ଦଲେଲ୍, ହୋ ରେମ୍ ବୈଥଂନାତ୍, ବୈଥଶମେଶ ଏହି ସବୁ ଶକ୍ତିଶାଳୀ ନଗରଗକ୍ସ୍ଟଡିକ ଥିଲା। ଏହିପରି ଭାବରେ କ୍ଷତକେକ୍ସ୍ଟ ମିଶାଇ ଉଣିଶିଟି ନଗର ଚତକ୍ସ୍ଟଃପାଶର୍ବ ରେ ଥିଲା।
ଠିକ୍ ସହେିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତକେ କିଣାନୀଯ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସମାନଙ୍କେୁ ତଡିଦଇେ ନ ଥିଲେ। ସହେି କିଣାନୀଯ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସମାନଙ୍କେୁ କ୍ରିତଦାସ ଭାବରେ ଖଟାଇଲେ।
ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।
ତଣେୁ ମାରେ ସଦାପ୍ରଭୁ ମାେତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।