ମାଶାେ ନଲ୍ଗାଲିଙ୍କ ବିଷଯ ରେ ଏହିକଥା କହିଲେ, ନଲ୍ଗାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହବେ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।
Cross references
ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।
ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
ହେ ସଦାପ୍ରଭୁ, ସମାନେେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀଯାନ୍ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସମାନଙ୍କେୁ ପାନ କରିବାକୁ ଦିଅ।
ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର। ଆମ୍ଭମାନଙ୍କୁ ୟାବଜ୍ଜୀବନ ଖୁସି ଓ ଆନନ୍ଦିତ ହବୋକୁ ଦିଅ।
ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।
ଆଉ ଆମ୍ଭେ ପୁଷ୍ଟିକର ଦ୍ରବ୍ଯ ରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ପ୍ରଚୁର ଖାଦ୍ୟ ପାଇ ପରିତୃପ୍ତ ହବେେ। ଏହା ସଦାପ୍ରଭୁ କହନ୍ତି।
ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।
ଯେଉଁଲୋକମାନେ ଅନ୍ଧାର ରେ ରହୁଥିଲେ, ସମାନେେ ଏକ ମହାନ ଜ୍ଯୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶ ରେ ଯେଉଁମାନେ ରହୁଥିଲେ, ସମାନଙ୍କେ ଉପରେ ଜ୍ଯୋତିର ଉଦୟ ହେଲା।ୟିଶାଇୟ 9:1-2
ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।