Home Bibles ପ୍ରଥମ ରାଜାବଳୀ 4:15 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 4:15 · ଓଡ଼ିଆ ବାଇବେଲ

ନପ୍ତାଲି ରେ ଅହୀମାସ୍ ଶାସକ ଥିଲେ ୟିଏ କି ଶଲୋମନଙ୍କର କନ୍ଯା ବାସମତ୍କୁ ବିବାହ କରିଥିଲା।

Cross references

ଯିହୋଶୂୟ 19:32

ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

ପ୍ରଥମ ଶାମୁୟେଲ 18:18

କିନ୍ତୁ ଦାଉଦ ଉତ୍ତର ଦେଲେ, ମୁ ଏକ ଉଚ୍ଚ ପରିବାରର ନକ୍ସ୍ଟ ହେଁ କି ଜଣେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ ବ୍ଯକ୍ତି ନକ୍ସ୍ଟ ହେଁ, ମୁ କିପରି ରାଜାଙ୍କର ଝିଅକକ୍ସ୍ଟ ବିବାହ କରିପାରିବି।

ଦିତୀୟ ଶାମୁୟେଲ 15:27

ରାଜା ଯାଜକ ସାଦୋକକକ୍ସ୍ଟ କହିଲେ, ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତକ୍ସ୍ଟମ୍ଭ ସହିତ ତୁମ୍ଭର ପକ୍ସ୍ଟତ୍ର ଅହୀମାସ୍ ଓ ଅବିଯାଥରର ପକ୍ସ୍ଟତ୍ର ଯୋନାଥନ ନିରାପଦ ରେ ନଗରକକ୍ସ୍ଟ ଫରେିୟାଅ।

ପ୍ରଥମ ରାଜାବଳୀ 4:11

ସମୁଦାଯ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧିନ ଥିଲା। ସେ ଶଲୋମନଙ୍କର କ୍ଯା ଟାଫତକୁ ବିବାହ କରିଥିଲା।

Interlinear

Choose Theme