Home Bibles ଯୋହନଲିଖିତ ସୁସମାଚାର 5:2 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:2 · ଓଡ଼ିଆ ବାଇବେଲ

ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।

Cross references

ନିହିମିୟା 3:1

ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 3:32

କୋଣର ଉଠାଣୀ ଓ ମଷେଦ୍ବାର ମଧିଅରେ ସ୍ବର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 12:39

ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।

ଯିଶାଇୟ 22:9

ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।

ଯିଶାଇୟ 22:11

ଆଉ ମଧ୍ଯ ତୁମ୍ଭମାନେେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ସ୍ଥାନ ରେ ବଡ଼ ଜଳାଶଯ ଖାେଳିଲ।

ଯୋହନଲିଖିତ ସୁସମାଚାର 19:13

ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ 'ପ୍ରସ୍ତରମଣ୍ଡପ' ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷା ରେ ଏହାର ନାମ 'ଗବ୍ବଥା' ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଚାରସନ ରେ ବସିଲେ।

ଯୋହନଲିଖିତ ସୁସମାଚାର 19:17

ଯୀଶୁ ତାହାଙ୍କ ନିଜର କୃଶ ବୋହି କପାଳସ୍ଥଳ ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷା ରେ ସହେି ସ୍ଥାନକୁ 'ଗଲଗଥା' କହନ୍ତି।

ଯୋହନଲିଖିତ ସୁସମାଚାର 19:20

ଯୀଶୁଙ୍କର କୃଶବିଦ୍ଧ ହବୋ ସ୍ଥାନ ନଗରର ନିକଟବର୍ତ୍ତୀ ହାଇେଥିବା କାରଣରୁ ଅନକେ ଯିହୂଦୀ ସହେି ସଙ୍କତେ ପଢିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷା ରେ ଲଖାେ ହାଇେଥିଲା।

ଯୋହନଲିଖିତ ସୁସମାଚାର 20:16

ଯୀଶୁ ତାହାଙ୍କୁ କହିଲେ, ମରିୟମ,।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:40

ପାଉଲ ସନୋପତିଙ୍କଠାରୁ ଅନୁମତି ପାଇ ପାହାଚ଼ ଉପରେ ଠିଆ ହାଇଗେଲେ। ସେ ଲୋକମାନଙ୍କୁ ହାତ ରେ ସଙ୍କତେ କରିବା ହତେୁ ସମସ୍ତେ ଅତି ଶାନ୍ତ ହାଇଗେଲେ। ତା'ପରେ ସେ ଏବ୍ରୀ ଭାଷା ରେ କହିଲେ।

Interlinear

Choose Theme