Home Bibles ଯୋହନଲିଖିତ ସୁସମାଚାର 20:16 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:16 · ଓଡ଼ିଆ ବାଇବେଲ

ଯୀଶୁ ତାହାଙ୍କୁ କହିଲେ, ମରିୟମ,।

Cross references

ଆଦି ପୁସ୍ତକ 22:1

ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

ଆଦି ପୁସ୍ତକ 22:11

କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

ଆଦି ପୁସ୍ତକ 45:12

ଯୋଷଫେ ତାଙ୍କର ଭାଇମାନଙ୍କୁ ଏକଥା କହିଲେ, ମୁଁ ଯୋଷଫେ ବୋଲି, ତୁମ୍ଭେ ନିଶ୍ଚିତ ରେ ଜାଣିଥିବ। ଏପରିକି ମାରେ ଭାଇ ବିନ୍ଯାମୀନ ଜାଣୁ ଯେ ମୁଁ ଯୋଷଫେ, ତୁମ୍ଭର ଭାଇ କହୁଅଛି।

ଯାତ୍ରା ପୁସ୍ତକ 3:4

ସଦାପ୍ରଭୁ ଦେଖିଲେ, ମାଶାେ ବୁଦା ଆଡକୁ ଆସୁଛନ୍ତି। ତେଣୁ ପରମେଶ୍ବର ବୁଦା ମଧ୍ଯରୁ ମାଶାଙ୍କେୁ ଡାକିଲେ, ପରମେଶ୍ବର କହିଲେ, ମାଶାେ, ମାଶାେ!

ଯାତ୍ରା ପୁସ୍ତକ 33:17

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।

ପ୍ରଥମ ଶାମୁୟେଲ 3:6

ଏହାପରେ ସଦାପ୍ରଭୁ ଶାମକ୍ସ୍ଟଯଲେ ବୋଲି ଆଉଥରେ ଡାକିଲେ, ତହକ୍ସ୍ଟଁ ଶାମକ୍ସ୍ଟଯଲେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କିହିଲେ, ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?

ପ୍ରଥମ ଶାମୁୟେଲ 3:10

ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ ବୋଲି ଡାକିଲେ।

ପରମଗୀତ 2:8

ମୁଁ ମାରେ ପ୍ରିଯତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପ ରେ ଲୁଚି ଉପପର୍ବତଗଣ ଉପ ରେ ଡ଼ଇେଁ ଡ଼ଇେଁ ଆସୁ ଅଛନ୍ତି।

ପରମଗୀତ 3:4

ସମାନଙ୍କେୁ ଛାଡି଼ବାର ଅଳ୍ପକ୍ଷଣ ପ ରେ ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ପାଇଲି। ମୁଁ ତାଙ୍କୁ ମାରେ ମାଆର ଗୃହର କଠାେରୀକୁ ନଇଗେଲି, ଯେଉଁଠା ରେ ମୁଁ ଗର୍ଭ ରେ ସଞ୍ଚାରିତ ହାଇେଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ୟିବାକୁ ଦଲେି ନାହିଁ।

ପରମଗୀତ 5:2

ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।

ଯିଶାଇୟ 43:1

ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।

ମାଥିଉଲିଖିତ ସୁସମାଚାର 14:27

ସଙ୍ଗେ ସଙ୍ଗେ ଯୀଶୁ ସମାନଙ୍କେୁ କହିଲେ, ସାହାସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।

ମାଥିଉଲିଖିତ ସୁସମାଚାର 23:7

ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।

ଲୂକଲିଖିତ ସୁସମାଚାର 10:41

ଯୀଶୁ ଉତ୍ତର ଦେଲେ, ମାର୍ଥା, ହେ ମାର୍ଥା, ବହୁତ ଗୁଡାଏ କଥା ପାଇଁ ତୁମ୍ଭେ ବ୍ଯସ୍ତ ଓ ଚିନ୍ତିତ ଅଛ।

ଯୋହନଲିଖିତ ସୁସମାଚାର 1:38

ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?

ଯୋହନଲିଖିତ ସୁସମାଚାର 1:49

ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।

ଯୋହନଲିଖିତ ସୁସମାଚାର 3:2

ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 5:2

ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।

ଯୋହନଲିଖିତ ସୁସମାଚାର 6:25

ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସମାନେେ ତାହାଙ୍କୁ ପଚାରିଲେ, ଗୁରୁ, ଆପଣ ଏଠାକୁ କେତବେେଳେ ଆସିଲେ?

ଯୋହନଲିଖିତ ସୁସମାଚାର 10:3

ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।

ଯୋହନଲିଖିତ ସୁସମାଚାର 11:28

ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, ଏଠା ରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖାଜେୁଛନ୍ତି।

ଯୋହନଲିଖିତ ସୁସମାଚାର 13:13

ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।

ଯୋହନଲିଖିତ ସୁସମାଚାର 20:28

ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:4

ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ବର ଶୁଣିବାକୁ ପାଇଲେ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3

ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

Interlinear

Choose Theme