Home Bibles ଯୋହନଲିଖିତ ସୁସମାଚାର 19:17 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 19:17 · ଓଡ଼ିଆ ବାଇବେଲ

ଯୀଶୁ ତାହାଙ୍କ ନିଜର କୃଶ ବୋହି କପାଳସ୍ଥଳ ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷା ରେ ସହେି ସ୍ଥାନକୁ 'ଗଲଗଥା' କହନ୍ତି।

Cross references

ଆଦି ପୁସ୍ତକ 22:6

ଅବ୍ରହାମ ତାଙ୍କ ପୁତ୍ରର କାନ୍ଧ ରେ ହାମବେଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ବତନ୍ତ୍ର ଛୁରୀ ଏବଂ ନିଆଁ ନଇେ ଗଲେ। ଏହାପରେ ଦୁଇଜଣ ଏକତ୍ର ହାଇଗେଲେ।

ଲେବୀୟ ପୁସ୍ତକ 16:21

ପୁଣି ହାରୋଣ ସହେି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ବୀକାର କରିବ। ଆଉ ତାହା ସବୁ ସହେି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତ ରେ ତାହାକୁ ମହୁଭୁମିକୁ ପଠାଇ ଦବେ।

ଲେବୀୟ ପୁସ୍ତକ 24:14

ସଦାପ୍ରଭୁଙ୍କୁ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସମାନେେ ସମସ୍ତେ ଅଭିଶାପ ଦଇେଥିବା ବ୍ଯକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ଯା କରନ୍ତୁ।

ଗଣନା ପୁସ୍ତକ 15:35

ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।

ପ୍ରଥମ ରାଜାବଳୀ 21:13

ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।

ମାଥିଉଲିଖିତ ସୁସମାଚାର 10:38

ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କୃଶ ବୋହି ମାରେ ଅନୁସରଣ କରନୋହିଁ, ସେ ମାେତେ ପାଇବାକୁ ଯୋଗ୍ଯ ନୁହେଁ।

ମାଥିଉଲିଖିତ ସୁସମାଚାର 16:24

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

ମାଥିଉଲିଖିତ ସୁସମାଚାର 27:31

ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କୃଶ ରେ ଚଢ଼ାଇବା ପାଇଁ ନଇଗେଲେ।

ମାଥିଉଲିଖିତ ସୁସମାଚାର 27:37

ସୈନ୍ଯମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥି ରେ ଲଖାେ ଥିଲା, ଏ ଯିହୂଦୀମାନଙ୍କର ରାଜା ଯୀଶୁ।

ମାର୍କଲିଖିତ ସୁସମାଚାର 8:34

ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।

ମାର୍କଲିଖିତ ସୁସମାଚାର 10:21

ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।

ମାର୍କଲିଖିତ ସୁସମାଚାର 15:21

ସେତବେେଳେ ଜଣେ କୂରୀଣୀୟ ବାସିନ୍ଦା ଶିମାନେ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଥିଲା। ସୈନ୍ଯମାନେ ଯୀଶୁଙ୍କ ପାଇଁ କୃଶ ବୋହି ନବୋକୁ ତାକୁ ବାଧ୍ଯ କଲେ।

ମାର୍କଲିଖିତ ସୁସମାଚାର 15:26

ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।

ମାର୍କଲିଖିତ ସୁସମାଚାର 15:32

ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।

ଲୂକଲିଖିତ ସୁସମାଚାର 9:23

ଯୀଶୁ ପୁଣି ସମାନଙ୍କେୁ କହିବାକୁ ଲାଗିଲେ, ଯଦି କହେି ମାରେଅନୁସରଣ କରିବାକୁ ଚାହୁଁଥାଏ, ତବେେ ତାହାକୁ ନିଜର ସମସ୍ତ କାମନା ତ୍ଯାଗ କରିବାକୁ ପଡିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କୃଶକୁ ଗ୍ରହଣ କରିବାକୁ ହବେ, ଏବଂ ସେ ମାରେ ଅନୁସରଣ କରିବ।

ଲୂକଲିଖିତ ସୁସମାଚାର 14:27

ଜଣେ ଲୋକ ମାେତେ ଅନୁସରଣ କଲା ବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧଇେ ଚାଲିବ ନାହିଁ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବନାହିଁ।

ଲୂକଲିଖିତ ସୁସମାଚାର 23:26

ସୈନ୍ଯମାନେ ଯୀଶୁଙ୍କୁ ମାରିଦବୋ ପାଇଁ ନଇଗେଲେ। ଠିକ୍ ସହେି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫରେି ନଗର ଭିତରକୁ ଆସୁଥିଲା। ତା'ର ନାମ ଥିଲା ଶିମାନେ। ଶିମାନେ କୁରୀଣ ନଗରର ଲୋକ ଥିଲା। ସୈନ୍ଯମାନେ ଯୀଶୁଙ୍କ କୃଶ ବହନ କରି ଯୀଶୁଙ୍କ ପଛ ରେ ୟିବାକୁ ଶିମାନେକୁ ବାଧ୍ଯ କଲେ।

ଲୂକଲିଖିତ ସୁସମାଚାର 23:33

'କପାଳ' ନାମକ ସ୍ଥାନକୁ ଯୀଶୁ ଓ ସହେି ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆଗଲା। ସଠାେରେ ସୈନ୍ଯମାନେ ଯୀଶୁଙ୍କୁ କୃଶବିଦ୍ଧ କଲେ। ସମାନେେ ସହେି ଅପରାଧୀମାନଙ୍କ ମଧ୍ଯରୁ ଜଣକୁ ଯୀଶୁଙ୍କ ଡାହାଣ ପାଖ ରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖ ରେ ରଖିଲେ।

ଲୂକଲିଖିତ ସୁସମାଚାର 23:38

କୃଶ ରେ ଉପରି ଭାଗ ରେ ଲଖାେ ଯାଇଥିଲା: ଏ ଯିହୂଦୀ ମାନଙ୍କର ରାଜା।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:58

ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ନଇେ ପଥର ମାରିବା ଆରମ୍ଭ କରି ଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ୟୁବକର ପାଖ ରେ ସମାନଙ୍କେର ଲୁଗାପଟା ରଖିଲେ।

ଏବ୍ରୀ 13:11

ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।

Interlinear

Choose Theme