Home Bibles ନିହିମିୟା 12:39 · ଓଡ଼ିଆ ବାଇବେଲ
ନିହିମିୟା 12:39 · ଓଡ଼ିଆ ବାଇବେଲ

ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।

Cross references

ଦିତୀୟ ରାଜାବଳୀ 14:13

ଇଶ୍ରାୟେଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିଯଙ୍କର ପୌତ୍ର ବୈଥଶମେଶକୁ ଅଧିକାର କଲେ। ପ୍ରାଯ 600 ଫୁଟ୍ ଇଫ୍ରାଯିମର ଦ୍ବାରଠାରୁ କଣର ଦ୍ବାର ପର୍ୟ୍ଯନ୍ତ ନଗର ପାଚରେୀ ୟୋଯାଶଯ ଭାଙ୍ଗି ଦଇେଥିଲେ।

ନିହିମିୟା 3:1

ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 3:3

ହସନାଯାରର ପୁତ୍ରମାନେ ମତ୍ସ୍ଯଦ୍ବାର ଗଠନ କଲେ। ସମାନେେ ତାର କଢି ଚଢାଇଲେ, ତା'ର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ।

ନିହିମିୟା 3:6

ପା ସହରେ ପୁତ୍ର ଯିହାୟୋଦାରଦା ଓ ବିଷୋଦିଯାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସମାନେେ ତହିଁର କଢି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।

ନିହିମିୟା 3:25

ଉଷଯର ପୁତ୍ର ପାଉଲ ପ୍ରାଚୀରର ବାଙ୍କ ସମ୍ମୁଖ ରେ ପ୍ରହରି ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖ ରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିଯୋଶର ପୁତ୍ର ପଦାଯ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

ନିହିମିୟା 3:31

ତା'ପରେ ମଲକିଯ ନାମକ ଜଣେ ସ୍ବର୍ଣ୍ଣକାର ସୈନ୍ଯମାନେ ଏକତ୍ରୀତ ହେଉଥିବା ଫାଟକ ଆଗ ରେ ମନ୍ଦିର ଦାସମାନଙ୍କର, ନଥିନୀଯମାନଙ୍କର ଓ ବଣିକମାନଙ୍କର ଗୃହ ପର୍ୟ୍ଯନ୍ତ, ଆଉ କଣର ଉଠାଣି ପର୍ୟ୍ଯନ୍ତ ଭଗ୍ନ ଅଂଶ ମରାମତି କଲେ।

ନିହିମିୟା 8:16

ତହିଁରେ ଲୋକମାନେ ବାହା ରେ ୟାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରେତ୍ୟକକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣ ରେ ପରମେଶ୍ବରଙ୍କ ଗୃହର ସବୁ ପ୍ରାଙ୍ଗଣ ରେ ଓ ଜଳ ଦ୍ବାର ଛକରେ ଓ ଇଫ୍ରଯିମ ଦ୍ବାର ଛକରେ ଅସ୍ଥାଯୀ କୁଟୀର ନିର୍ମାଣ କଲେ।

ଯିରିମିୟ 31:38

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

ଯିରିମିୟ 32:2

ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।

ସିଫନିୟ 1:10

ସଦାପ୍ରଭୁ ମଧ୍ଯ କହିଲେ, ସହେି ସମୟରେ ୟିରୁଶାଲମର ମତ୍ସ୍ଯ ଦ୍ବାରଠା ରେ ସାହାୟ୍ଯ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାଶର୍‌ବ ରେ ମଧ୍ଯ ସାହାୟ୍ଯ ପାଇଁ ଚିତ୍କାର କରୁଥିବେ। ସମାନେେ ମଧ୍ଯ ପାହାଡମାନଙ୍କରୁ ଖୁବ୍ ଜୋର୍ ରେ ଶଦ୍ଦ ଶୁଣିବେ।

ଯୋହନଲିଖିତ ସୁସମାଚାର 5:2

ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।

Interlinear

Choose Theme