Home Bibles ଆୟୁବ ପୁସ୍ତକ 2:11 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 2:11 · ଓଡ଼ିଆ ବାଇବେଲ

ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।

Cross references

ଆଦି ପୁସ୍ତକ 25:2

କଟୂରା ସିମ୍ରଣ, ୟକ୍ଷନ୍, ମଦାନ୍, ମିଦିଯନ, ୟିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦଲୋ।

ଆଦି ପୁସ୍ତକ 36:11

ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

ଆଦି ପୁସ୍ତକ 36:15

ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

ଆଦି ପୁସ୍ତକ 36:34

ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।

ଆଦି ପୁସ୍ତକ 37:35

ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

ଯିହୋଶୂୟ 15:41

ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍‌ବସ୍ଥ ଭୂମି ସମକ୍ସ୍ଟହ।

ପ୍ରଥମ ବଂଶାବଳୀ 1:32

କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।

ପ୍ରଥମ ବଂଶାବଳୀ 7:22

ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ।

ଆୟୁବ ପୁସ୍ତକ 4:1

ତୈମନୀଯ ଇଲୀଫସ୍ ଉତ୍ତର ଦେଲେ,

ଆୟୁବ ପୁସ୍ତକ 6:14

ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।

ଆୟୁବ ପୁସ୍ତକ 6:19

ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।

ଆୟୁବ ପୁସ୍ତକ 8:1

ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?

ଆୟୁବ ପୁସ୍ତକ 11:1

ଏହାପରେ ନାମଥାଯ ସୋଫର ଆୟୁବକୁ ଉତ୍ତର ଦଇେ କହିଲା।

ଆୟୁବ ପୁସ୍ତକ 13:4

କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।

ଆୟୁବ ପୁସ୍ତକ 15:1

ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,

ଆୟୁବ ପୁସ୍ତକ 16:2

ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।

ଆୟୁବ ପୁସ୍ତକ 16:20

ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।

ଆୟୁବ ପୁସ୍ତକ 18:1

ଏହାପରେ ଶୂହୀଯ ବିଲ୍ଦଦ ଉତ୍ତର ଦଇେ କହିଲା,

ଆୟୁବ ପୁସ୍ତକ 19:19

ମାରେ ନିକଟତମ ବନ୍ଧୁମାନେ ମାେତେ ଘୃଣା କରନ୍ତି। ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସମାନେେ ମାେ ବିରୁଦ୍ଧ ରେ ଯାଉଛନ୍ତି।

ଆୟୁବ ପୁସ୍ତକ 19:21

ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।

ଆୟୁବ ପୁସ୍ତକ 42:7

ସଦାପ୍ରଭୁ ଆୟୁବ ସହିତ କଥା ଶଷେ କଲା ପରେ ସେ ତୈମନୀଯ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲୀଫସକୁ କହିଲେ, ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କୋରଧିତ। କାହିଁକି ? କାରଣ ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

ଆୟୁବ ପୁସ୍ତକ 42:9

ତେଣୁ ତୈମନୀଯ ଇଲୀଫସ୍, ଶୂହୀଯ ବିଲଦଦ୍ ଓ ନାମାଥୀଯ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।

ଆୟୁବ ପୁସ୍ତକ 42:11

ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା' ଘରକୁ ଆସିଲେ। ସମାନେେ ସମସ୍ତେ ଆୟୁବର ଘ ରେ ଏକ ବଡ଼ ଭୋଜି ରେ ୟୋଗ ଦେଲେ। ସମାନେେ ଆୟୁବକୁ ସାନ୍ତ୍ବନା ଦେଲେ। ସମାନେେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ବର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରେତ୍ୟକକ ବ୍ଯକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

ହିତୋପଦେଶ 17:17

ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

ହିତୋପଦେଶ 18:24

ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

ହିତୋପଦେଶ 27:10

ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।

ଯିଶାଇୟ 51:19

ଦୁଇଟି ବିଷଯ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ଯତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ଖଡ୍ଗ।

ଯିରିମିୟ 49:7

ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?

ଯୋହନଲିଖିତ ସୁସମାଚାର 11:19

ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।

ରୋମୀୟଙ୍କ ପ୍ରତି ପତ୍ର 12:15

ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:26

ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ଯ କଷ୍ଟ ପା'ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହାଇେ ଆନନ୍ଦ କରନ୍ତି।

ଏବ୍ରୀ 13:3

ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।

Interlinear

Choose Theme