Home Bibles ଆୟୁବ ପୁସ୍ତକ 4:1 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 4:1 · ଓଡ଼ିଆ ବାଇବେଲ

ତୈମନୀଯ ଇଲୀଫସ୍ ଉତ୍ତର ଦେଲେ,

Cross references

ଆୟୁବ ପୁସ୍ତକ 2:11

ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।

ଆୟୁବ ପୁସ୍ତକ 3:1

ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।

ଆୟୁବ ପୁସ୍ତକ 6:1

ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।

ଆୟୁବ ପୁସ୍ତକ 8:1

ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?

ଆୟୁବ ପୁସ୍ତକ 15:1

ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,

ଆୟୁବ ପୁସ୍ତକ 22:1

ତୈମନୀଯ ଇଲୀଫସ ଉତ୍ତର ଦଇେ କହିଲା,

ଆୟୁବ ପୁସ୍ତକ 42:9

ତେଣୁ ତୈମନୀଯ ଇଲୀଫସ୍, ଶୂହୀଯ ବିଲଦଦ୍ ଓ ନାମାଥୀଯ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।

ଯିରିମିୟ 49:7

ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?

Interlinear

Choose Theme