Cross references
ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।
ସାଧୁ ବାକ୍ଯ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ୟୁକ୍ତି କିଛି ପ୍ରମାଣ କରୁନାହିଁ।
ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।
କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?
ତେଣୁ ତୁମ୍ଭେ ମାେତେ ତୁମ୍ଭର ବୃଥା କଥା ରେ ସାନ୍ତ୍ବନା ଦଇେ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।
କମେିତି ତୁମ୍ଭେ ଜଣକୁ ସାହାୟ୍ଯ କରିଛ, ଯାହାର ଶକ୍ତି ନାହିଁ ? ତୁମ୍ଭେ କମେିତି ଜଣକୁ ସାହାୟ୍ଯ କଲ ଯାହାର ବାହୁ ରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ଯ ନାହିଁ।
ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
ସମାନେେ ପ୍ ରମେ କରୁଥିବାରୁ ପ୍ରଚାର କରୁଛନ୍ତି। ସମାନେେ ଜାଣନ୍ତି ଯେ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ବର ମାେତେ ଦାଯିତ୍ବ ଦଇେଛନ୍ତି।
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।