Home Bibles ଆୟୁବ ପୁସ୍ତକ 16:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 16:20 · ଓଡ଼ିଆ ବାଇବେଲ

ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।

Cross references

ଦିତୀୟ ରାଜାବଳୀ 20:3

ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।

ଆୟୁବ ପୁସ୍ତକ 12:4

ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

ଆୟୁବ ପୁସ୍ତକ 16:4

ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।

ଆୟୁବ ପୁସ୍ତକ 17:2

ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।

ଆୟୁବ ପୁସ୍ତକ 23:3

ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।

ଗୀତସଂହିତା 109:4

ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।

ଗୀତସଂହିତା 142:2

ମୁଁ ସଦାପ୍ରଭୁଙ୍କୁ ମାରେ ସମସ୍ଯା ବିଷଯରେ କହିବି। ମାରେ ଅସୁବିଧାସକଳ ବିଷଯରେ ସଦାପ୍ରଭୁଙ୍କୁ କହିବି।

ହୋଶେୟ 12:4

ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।

ଲୂକଲିଖିତ ସୁସମାଚାର 6:11

ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସମାନେେ ନିଜ ନିଜ ଭିତ ରେ କଥାବାର୍ତ୍ତା କଲେ, ଯୀଶୁଙ୍କ ପାଇଁ କ'ଣ କରାୟିବ?

ଏବ୍ରୀ 5:7

ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।

Interlinear

Choose Theme