ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।
Cross references
ଲାବନ ଯାକୁବକୁ କହିଲେ, ତୁମ୍ଭ ସ୍ତ୍ରୀମାନେ ମାରେ କନ୍ଯା ଏବଂ ଏହି ପିଲାମାନେ ମଧ୍ଯ ମାରେ। ଏବଂ ଏସମସ୍ତ ପଶୁମାନେ ମଧ୍ଯ ମାରେ। ଏଠା ରେ ଯେତେ ସବୁ ଦେଖୁଛ ତାହା ସବୁ ମାରେ। ଏଣୁ ମାରେ ଏହି କନ୍ଯାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି?
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।
କିନ୍ତୁ ଆମ୍ଭେ କହିଲୁ, ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ।
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।
ଯଦି ତୁମ୍ଭେ ମାରେ ଆର ପୁତ୍ରକୁ ମାେ ଠାରୁ ଦୂ ରଇେ ନିଅ। ଏବଂ ଯଦି ତା'ର କିଛି ହୁଏ, ତବେେ ମୁଁ ଦୁଃଖ ରେ ମରିୟିବି।'
ଆମ୍ଭର ପିତା ଏକ ଦୁଃଖି ବୃଦ୍ଧ ଲୋକ, ସେ ଯେତବେେଳେ ଦେଖିବେ ବିନ୍ଯାମୀନ ଆମ୍ଭ ସହିତ ନାହିଁ। ଏବଂ ଏହା ଆମ୍ଭର ଦୋଷ ହବେ। ଆମ୍ଭ ଯୋଗୁଁ ସେ ଦୁଃଖି ମଣିଷ ପରି ମୃତ୍ଯୁବରଣ କରିବେ।
ଯାକୁବ କହିଲେ, ଏହା ୟଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମାରେ ପୁତ୍ର ଯୋଷଫେ ଏବବେି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ୟିବି।
ଏହାପରେ ଇଶ୍ରାୟେଲ, ଯୋଷଫଙ୍କେୁ କହିଲା, ମୁଁ କବେେ ବି ଭାବି ନଥିଲି ମୁଁ ତୁମ୍ଭକୁ ଆଉ ଦେଖିପାରିବି। କିନ୍ତୁ ଦେଖ! ପରମେଶ୍ବର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦଖାଇେଲେ।
ଦାଉଦ ପରିବାରର ବଯସ୍କମାନେ ଦାଉଦଙ୍କକ୍ସ୍ଟ ଭୂମିରକ୍ସ୍ଟ ଉଠାଇବାକକ୍ସ୍ଟ ଚାହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସମାନଙ୍କେ ସହିତ ଭୋଜନ କଲେ ନାହିଁ।
ସଲାକମାଲନସଯାୟାବକକ୍ସ୍ଟ ଏ ଖବର ଜଣାଇଲଲ।ସସମାଲନସଯାୟାବକକ୍ସ୍ଟ କହିଲଲ, ସଦଖନ୍ତକ୍ସ୍ଟ ରାଜା ଅବଶାସଲାମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ଯ କରୁଛନ୍ତି।
ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ।
ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।
ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।