Home Bibles ଆଦି ପୁସ୍ତକ 36:15 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 36:15 · ଓଡ଼ିଆ ବାଇବେଲ

ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

Cross references

ଆଦି ପୁସ୍ତକ 36:4

ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।

ଆଦି ପୁସ୍ତକ 36:11

ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

ଆଦି ପୁସ୍ତକ 36:18

ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

ଯାତ୍ରା ପୁସ୍ତକ 15:15

ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।

ପ୍ରଥମ ବଂଶାବଳୀ 1:35

ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।

ପ୍ରଥମ ବଂଶାବଳୀ 1:45

ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।

ପ୍ରଥମ ବଂଶାବଳୀ 1:51

ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।

ଆୟୁବ ପୁସ୍ତକ 2:11

ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।

ଆୟୁବ ପୁସ୍ତକ 4:1

ତୈମନୀଯ ଇଲୀଫସ୍ ଉତ୍ତର ଦେଲେ,

ଆୟୁବ ପୁସ୍ତକ 21:8

ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି, ସମାନେେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଯିରିମିୟ 49:7

ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?

ଯିରିମିୟ 49:20

ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧ ରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚଯ ସମାନଙ୍କେୁ ଓ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ଯାହା ଘଟିଗଲା ପ୍ରେତ୍ୟକକ ବ୍ଯକ୍ତି ସେଥି ରେ ଚକିତ ହାଇଯେିବେ।

ଯିହିଜିକଲ 25:13

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଇଦୋମ ବିପକ୍ଷ ରେ ମାରେ ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ଯରୁ ମନୁଷ୍ଯ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମନ୍ଠାରୁ ଦଦାନ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଖଡ୍ଗ ରେ ହତ୍ଯା କରିବି।

ଆମୋଷ 1:12

ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।

ଓବଦିୟ 1:9

ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।

ହବକକୂକ 3:3

ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।

Interlinear

Choose Theme