ହେ ଆରୋୟର ନିବାସୀଗଣ ; ତୁମ୍ଭମାନେେ ପଥପାଶର୍ବ ରେ ଦଣ୍ଡାଯମାନ ହାଇେ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଚାର କ'ଣ ଘଟିଅଛି ?
Cross references
ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।
ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।
ଇଶ୍ରାୟେଲ 300 ବର୍ଷ ହେଲା ହିଷ୍ବୋନ୍ ତା'ର ଉପନଗର ରେ, ପକ୍ସ୍ଟଣି ଆରୋଯର ଓ ତହିଁର ଉପନଗର ରେ, ଆଉ ଅର୍ନୋନ ତୀରସ୍ଥିତ ସମସ୍ତ ନଗର ରେ ବାସ କରୁ ଅଛନ୍ତି। ଏଥି ମଧିଅରେ ତୁମ୍ଭମାନେେ କାହିଁକି ସେସବୁ ଫରୋଇ ନ ଦଲେ?
ସହେି ସମୟରେ ଏଲି ଫାଟକ ପାଖ ରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିମନ୍ତେ ତାଙ୍କର ହୃଦଯ ଉତ୍କସ୍ଖିତ ଥିଲା। ଇତ୍ଯବସର ରେ ସହେିଲୋକ ସମ୍ବାଦ ଦଲୋ ଏବଂ ନଗରୟାକ ଉଚ୍ଚସ୍ବର ରେ କାନ୍ଦି ଉଠିଲେ।
ତା'ପରେ ସହେି ଲୋକଟି ଏଲିଙ୍କକ୍ସ୍ଟ କହିଲା, ମୁ ଏକ ସୈନ୍ଯ ୟିଏ କି ଏବେ ଯୁଦ୍ଧରୁ ଫରେି ଆସିଲି। ମୁ ଆଜି ଯୁଦ୍ଧରୁ ଦୌଡି ପଳାଇ ଆସିଲି।
ଦାଉଦ ତାଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛ? ସେ ଲୋକଟି ଦାଉଦଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ମୁ ଇଶ୍ରାୟେଲୀୟ ଛାଉଣୀରକ୍ସ୍ଟ ପଳାଇ ଆସିଛି।
ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।
ସମାନେେ ୟର୍ଦ୍ଦନ ନଦୀ ପାର ହାଇେ ଗଲେ। ସମାନେେ ଅରୋଯରେ ରେ ସନୋ ଛାଉଣୀ ପକାଇଲେ। ସମାନଙ୍କେର ଛାଉଣୀ ସହରର ଦକ୍ଷିଣ ପାଶର୍ବ ରେ ରହିଲା। ସହରଟି ଗାଦ ଉପତ୍ୟକାର ମଧିଅରେ ଅବସ୍ଥିତ ଥିଲା, ଯାହାକି ୟା ସରେ ପର୍ୟ୍ଯନ୍ତ ବିସ୍ତୃତ ଥିଲା।
ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।