Home Bibles ଗଣନା ପୁସ୍ତକ 32:34 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:34 · ଓଡ଼ିଆ ବାଇବେଲ

ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।

Cross references

ଗଣନା ପୁସ୍ତକ 21:20

ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।

ଗଣନା ପୁସ୍ତକ 32:3

ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।

ଗଣନା ପୁସ୍ତକ 33:45

ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।

ଦିତୀୟ ବିବରଣ 2:36

ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।

ବିଚାରକର୍ତାମାନଙ୍କ ବିବରଣ 11:33

ୟିଲ୍ଗହ ଆରୋଯରଠାରକ୍ସ୍ଟ ଆରମ୍ଭ କରି ମିନ୍ନୀତ ଅବଲେ-କରାମୀମ୍ ପର୍ୟ୍ଯନ୍ତ କୋଡିଏଟି ନଗରକକ୍ସ୍ଟ ପରାସ୍ତ କଲେ ଏବଂ ସମାନଙ୍କେର ସମସ୍ତ ବାସିନ୍ଦାମାନଙ୍କୁ ହତ୍ଯା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇଶ୍ରାୟେଲୀୟମାନଙ୍କ ଦ୍ବାରା ପରାସ୍ତ ହେଲେ।

ଯିଶାଇୟ 17:2

ଅରୋଯର ନଗରକୁ ଲୋକମାନେ ପରିତ୍ଯାଗ କରିବେ। ସହେି ଶୂନ୍ଯ ସହରର ମଷେବଲ ସ୍ବାଧୀନ ଭାବରେ ବିଚରଣ କରିବେ। ଭୟ ଦଖାଇବୋକୁ ସଠାେ ରେ କହେି ନ ଥିବେ।

Interlinear

Choose Theme