ଦିତୀୟ ଶାମୁୟେଲ 1:3 · ଓଡ଼ିଆ ବାଇବେଲ
ଦାଉଦ ତାଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛ? ସେ ଲୋକଟି ଦାଉଦଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ମୁ ଇଶ୍ରାୟେଲୀୟ ଛାଉଣୀରକ୍ସ୍ଟ ପଳାଇ ଆସିଛି।
Cross references
ପ୍ରଥମ ଶାମୁୟେଲ 30:13
ଦାଉଦ ମିଶରୀଯଙ୍କକ୍ସ୍ଟ ପଗ୍ଭରିଲା, ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?
ଦିତୀୟ ରାଜାବଳୀ 5:25
ଏହାପରେ ସେ ଭିତରକୁ ୟାଇ ଆପଣା ମହାଶୟ ସମ୍ମୁଖ ରେ ଛିଡା ହେଲେ। ତହୁଁ ଇଲୀଶାୟ ଗି ହଜେୀକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ?
ଆୟୁବ ପୁସ୍ତକ 1:15
ଶିବାଯୀଯମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନଇଗେଲେ। ସମାନେେ ତୁମ୍ଭର ଦାସମାନଙ୍କୁ ମଧ୍ଯ ଖଡ୍ଗ ରେ ହତ୍ଯା କଲେ। ମୁଁ ହେଉଛି କବଳେ ଏକମାତ୍ର ୟିଏ ରକ୍ଷା ପାଇଛି ଏବଂ ତୁମ୍ଭକୁ ଏ ବିଷଯ ରେ କହିବାକୁ।