ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।
Cross references
ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।
କାରଣ ହିଷ୍ ବୋନ ଇ ମାରେୀଯମାନଙ୍କ ରାଜା ସୀହାନଙ୍କେ ରାଜକୀଯ ନଗର ଥିଲା। ସେ ମାଯାେବର ପୂର୍ବ ରାଜା ବିପକ୍ଷ ରେ ୟୁଦ୍ଧ କଲେ ଏବଂ ଅର୍ଣୋନ୍ ପର୍ୟ୍ଯନ୍ତ ଦେଶ ଅଧିକାର କଲେ।
ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।
ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।
ଏହାପରେ ଇଶ୍ରାୟେଲ ଲୋକମାନେ ଇଦୋମ ଓ ମାୟୋବ ଦେଶ ମରକ୍ସ୍ଟଭୂମି ଦଇେ ଗଲେ। ସମାନେେ ମାୟୋବ ଦେଶର ପୂର୍ବକକ୍ସ୍ଟ ୟାତ୍ରା କଲେ। ସମାନେେ ଅର୍ନୋନର ସପୋରି ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ମାୟୋବ ସୀମା ଭିତ ରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମାୟୋବର ସୀମା ଥିଲା।
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।
ମାୟୋବର କନ୍ଯାଗଣ ଅର୍ନୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାୟ୍ଯ ପାଇଁ ସମାନେେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପ ରେ, ପକ୍ଷୀ ଛୁଆମାନେ ଏଣତେଣେେ ଧାଇଁଲା ପରି ସମାନେେ ଧାଇଁବେ।
ଏହି ଅହଙ୍କାର ୟୋଗୁଁ ସମସ୍ତ ମାୟୋବ କଷ୍ଟ ଭୋଗିବ। ମାୟୋବର ସମସ୍ତ ଲୋକ କ୍ରନ୍ଦନ କରିବେ। ସମାନେେ ଦୁଃଖିତ ହବେେ। ଅତୀତ ରେ ତାଙ୍କର ଯାହା ଥିଲା ସଗେୁଡ଼ିକୁ ସେ ଇଚ୍ଛା କରିବେ। ସମାନେେ ହରେସତରର ଶୁଷ୍କ କିସମିସର ପିଠା ପାଇଁ ଇଚ୍ଛା କରିବେ।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ମାୟୋବ ବିଷଯ ରେ ଏହା କହନ୍ତି, ନବୋ ଧ୍ବଂସ ହବେ, କିରିଯାଥଯିମ ଲଜ୍ଜିତ ହବେ। ତାହା କବଳିତ ହବେ ଏବଂ ପର୍ବତଗଡ଼ ଲଜ୍ଜିତ ଓ ଭଗ୍ନ ହବେ।