Home Bibles ପ୍ରଥମ ବଂଶାବଳୀ 5:8 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 5:8 · ଓଡ଼ିଆ ବାଇବେଲ

ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।

Cross references

ଗଣନା ପୁସ୍ତକ 32:34

ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।

ଗଣନା ପୁସ୍ତକ 32:38

ପୁଣି ନାମାନ୍ତର ରେ ନବୋ, ବାଲମିଯୋଲ୍ ଓ ସିବମା, ଏହି ସମସ୍ତ ନଗର ନିର୍ମାଣ କଲେ। ସମାନେେ ଅନ୍ୟ ସହରମାନଙ୍କୁ ସମାନଙ୍କେର ମୂଳ ନାମ ରେ ଡାକିଲେ।

ଦିତୀୟ ବିବରଣ 32:49

ତୁମ୍ଭେ ଅବାରୀମ ପର୍ବତ ଉପରକକ୍ସ୍ଟ ୟାଅ। ଯିରୀହାେ ସମ୍ମକ୍ସ୍ଟଖସ୍ଥ ମାଯାେବ ଦେଶସ୍ଥ ନବୋ ପର୍ବତ ଉପରକକ୍ସ୍ଟ ୟାଅ। ଏହାପରେ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ ଦବୋକକ୍ସ୍ଟ ଥିବା ଦେଶ ତୁମ୍ଭେ ଦେଖି ପାରିବ।

ଦିତୀୟ ବିବରଣ 34:1

ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

ଯିହୋଶୂୟ 13:17

ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।

ପ୍ରଥମ ବଂଶାବଳୀ 5:4

ଯାୟେଲଙ୍କ ବଂଶଧରମାନଙ୍କର ନାମ ଏହି : ଶିମଯିଯ ୟୋଯଲଙ୍କ ପୁତ୍ର, ଗୋଗ୍ ଶିମିଯିଯଙ୍କ ପୁତ୍ର ଓ ଶିମିଯି ଗୋଗ୍ଙ୍କ ପୁତ୍ର ଥିଲେ।

ଯିଶାଇୟ 15:2

ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।

ଯିଶାଇୟ 17:2

ଅରୋଯର ନଗରକୁ ଲୋକମାନେ ପରିତ୍ଯାଗ କରିବେ। ସହେି ଶୂନ୍ଯ ସହରର ମଷେବଲ ସ୍ବାଧୀନ ଭାବରେ ବିଚରଣ କରିବେ। ଭୟ ଦଖାଇବୋକୁ ସଠାେ ରେ କହେି ନ ଥିବେ।

ଯିହିଜିକଲ 25:9

ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।

Interlinear

Choose Theme