Home Bibles ଯିରିମିୟ 32:8 · ଓଡ଼ିଆ ବାଇବେଲ
ଯିରିମିୟ 32:8 · ଓଡ଼ିଆ ବାଇବେଲ

ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'

Cross references

ପ୍ରଥମ ଶାମୁୟେଲ 9:16

ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।

ପ୍ରଥମ ଶାମୁୟେଲ 10:3

ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ସଠାେରକ୍ସ୍ଟ ଆଗକକ୍ସ୍ଟ ଗଲେ ତାବୋରର ଏଲୋନ ବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥଲକେକ୍ସ୍ଟ ପରମେଶ୍ବରଙ୍କ ନିକଟକକ୍ସ୍ଟ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସଠାେରେ ଜଣେ ତିନୋଟି ୟକ୍ସ୍ଟବା ଛଳେି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କକ୍ସ୍ଟଐାଏ ଦ୍ରାକ୍ଷାରସ ନବେ।

ପ୍ରଥମ ରାଜାବଳୀ 2:26

ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।

ପ୍ରଥମ ରାଜାବଳୀ 22:25

ତହିଁରେ ମୀଖାଯ କହିଲା, ଖୁବ୍ ଶୀଘ୍ର ସଂକଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ େଛାଟ କଠାେରୀକୁ ୟିବ। ସେତବେେଳେ ତୁମ୍ଭେ ଆମ୍ଭ କଥା ସତ୍ଯତା ଜାଣିବ।

ପ୍ରଥମ ବଂଶାବଳୀ 6:60

ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।

ଯିରିମିୟ 32:2

ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।

ଯିରିମିୟ 32:7

ହେ ଯିରିମିୟ, ତୁମ୍ଭ ପିତୃବ୍ଯ ଶଲୂମର ପୁତ୍ର ହନନଲେ ତୁମ୍ଭ ନିକଟକୁ ଆସି ଏହି କଥା କହିବ, 'ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରଯ କର। କାରଣ ତୁମ୍ଭେ ମାରେ ଅତି ନିକଟ ସର୍କୀଯ ଓ ତୁମ୍ଭର କ୍ରଯ କରିବାର ସୂର୍ଣ୍ଣ ଅଧିକାର ଅଛି।'

ଯିରିମିୟ 33:1

ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ଯ ଦ୍ବିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା।

ଯିହିଜିକଲ 12:7

ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।

ଯିଖରିୟ 11:11

ସହେିଦିନ ସହେି ଚୁକ୍ତି ଭଗ୍ନ ହେଲା। ତା'ପ ରେ ସହେି ନୀରିହ ମଷଗେୁଡିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ଯ ଥିଲା।

ଯୋହନଲିଖିତ ସୁସମାଚାର 4:53

ତୁମ୍ଭର ପୁଅ ବଞ୍ଚିବ, ବୋଲି ଯୀଶୁ ଠିକ୍ ସହେି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସହେି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠା ରେ ବିଶ୍ବାସ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:17

ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।

Interlinear

Choose Theme