Home Bibles ଯିରିମିୟ 33:1 · ଓଡ଼ିଆ ବାଇବେଲ
ଯିରିମିୟ 33:1 · ଓଡ଼ିଆ ବାଇବେଲ

ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ଯ ଦ୍ବିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା।

Cross references

ଯିରିମିୟ 32:2

ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।

ଯିରିମିୟ 32:8

ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'

ଯିରିମିୟ 37:21

ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 38:28

ତେଣୁ ୟିରୁଶାଲମ ଅଧିକୃତ ହବୋ ପର୍ୟ୍ଯନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:9

ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।

Interlinear

Choose Theme