ଆଉ ମାରେ ପିତୃବ୍ଯ ପୁଅ ହନନଲଠାରୁେ ଅନାେଥାତସ୍ଥିତ ସହେି କ୍ଷେତ୍ର କ୍ରଯ କଲି ଓ ତାହାର ମୂଲ୍ଯ ସ୍ବରୂପ ସତର ସକେଲ ରୂପା ତୌଲି ତାହାକୁ ଦଲେି।
Cross references
ମହାଶୟ, ମାରେକଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ଯ ତ ଚାରିଶହ ସକେଲ ରୂପା ତୁମ୍ଭ ମାେପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
ଯେତବେେଳେ ମିଦିଯନୀଯ ବଣିକମାନେ ସମାନଙ୍କେର ନିକଟକୁ ଆସିଲେ, ଭାଇମାନେ ଯୋଷଫେକୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରେ ୗପ୍ୟ ମୁଦ୍ରା ରେ ବିକ୍ରୀ କରି ଦେଲେ। ସହେି ବଣିକମାନେ ତାକୁ ମିଶରକୁ ନଇଗେଲେ।
ରାଜା ତା'ବାଟ ଦଇେ ଗଲା ବେଳେ ସେ ରାଜାଙ୍କୁ କହିଲା, ମୁଁ ୟୁଦ୍ଧ ଭୂମିକୁ ୟାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତୃ ସୈନ୍ଯକୁ ଆଣି ମାେତେ କହିଲେ, 'ଏହି ଲୋକଟିକୁ ଜଗ, ଯଦି ସେ ପଳାଯନ କରେ ତବେେ ତୁମ୍ଭେ ତା' ବଦଳ ରେ ତୁମ୍ଭର ଜୀବନ ଦବେ। ନଚେତ୍ ଏକତାଳନ୍ତ ରୂପା ଦବେ।'
ମହାରାଜ ସନ୍ତୁଷ୍ଟ ହେଲେ ସମାନଙ୍କେୁ ବିନାଶ କରିବା ପାଇଁ ପତ୍ର ଲୋଖାଯାଉ। ତହିଁରେ ମୁଁ ରାଜକାର୍ୟ୍ଯ ରେ ନିୟୁକ୍ତ ଲୋକଙ୍କ ହସ୍ତ ରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦବେି।
ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।
ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରେ ୗପ୍ୟ ଓ ଏକ ହୋମର ବାର୍ଲି ଦଇେ କିଣିଲି।
ତା'ପ ରେ ମୁଁ କହିଲି, ଯଦି ତୁମ୍ଭମାନେେ ମାେତେ ମାରେ ବତନେ ଦବୋକୁ ଇଚ୍ଛା କରୁଛ ତବେେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ। ତେଣୁ ସମାନେେ ମାରେ ମଜୁରି ତିରିଶ ରେ ୗପ୍ୟ ମୁଦ୍ରା ଦେଲେ।