Home Bibles ପ୍ରଥମ ଶାମୁୟେଲ 9:16 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 9:16 · ଓଡ଼ିଆ ବାଇବେଲ

ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।

Cross references

ଯାତ୍ରା ପୁସ୍ତକ 2:23

ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ଯାତ୍ରା ପୁସ୍ତକ 2:24

ପରମେଶ୍ବର ସମାନଙ୍କେର ଆତୁର ଡାକ ଶୁଣିଲେ। ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିଯମ ସ୍ମରଣ କଲେ।

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ପ୍ରଥମ ଶାମୁୟେଲ 10:1

ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।

ପ୍ରଥମ ଶାମୁୟେଲ 14:20

ଶାଉଲ ୈସନ୍ଯମାନଙ୍କୁ ଏକତ୍ରୀତ କରି ସମାନଙ୍କେୁ ୟକ୍ସ୍ଟଦ୍ଧଭୂମିକକ୍ସ୍ଟ ପଠାଇଲେ। ପଲେଷ୍ଟୀୟ ସୈନ୍ଯମାନେ ଏମିତି ଦ୍ବନ୍ଦ ରେ ପଡିଗଲେ ଯେ, ଏପରିକି ସମାନେେ ନିଜ ନିଜ ଖଡ୍ଗ ଆପଣା ସାଥୀ ସୈନ୍ଯ ବିରକ୍ସ୍ଟଦ୍ଧ ରେ ଉଠାଉଥିଲେ।

ପ୍ରଥମ ଶାମୁୟେଲ 14:23

ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।

ପ୍ରଥମ ଶାମୁୟେଲ 15:1

ଥରେ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାେତେ ରାଜପଦ ରେ ତୁମ୍ଭକୁ ଅଭିଷକେ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶକ୍ସ୍ଟଣ।

ପ୍ରଥମ ଶାମୁୟେଲ 16:3

ୟିଶୀକକ୍ସ୍ଟ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କଣ କରିବା ପାଇଁ ହବେ ମୁ ତୁମ୍ଭକୁ ଜଣାଇବି। ମୁ ଯାହାକକ୍ସ୍ଟ କହିବି, ତୁମ୍ଭେ ତାହାକକ୍ସ୍ଟ ଅଭିଷିକ୍ତ କର।

ପ୍ରଥମ ରାଜାବଳୀ 19:15

ତହୁଁ ସଦାପ୍ରଭୁ କହିଲେ, ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର।

ଦିତୀୟ ରାଜାବଳୀ 9:3

ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।

ଗୀତସଂହିତା 25:18

ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।

ଗୀତସଂହିତା 106:44

କିନ୍ତୁ ଯେତବେେଳେ ପରମେଶ୍ବରଙ୍କ ଲୋକ ବିପଦରେ ପଡ଼ିଲେ ସମାନେେ ସର୍ବଦା ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ ଡାକିଲେ। ଏବଂ ପ୍ରେତ୍ୟକକ ଥର ପରମେଶ୍ବର ସମାନଙ୍କେ ପ୍ରାର୍ଥନା ଶୁଣିଲେ।

ହିତୋପଦେଶ 16:9

ମନୁଷ୍ଯର ମନ ଆପଣାର ପଥ ବିଷଯ ରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଚାଲିବାକୁ ନିର୍ଦ୍ଦେଶ କରନ୍ତି।

Interlinear

Choose Theme