Home Bibles ଯିହିଜିକଲ 12:7 · ଓଡ଼ିଆ ବାଇବେଲ
ଯିହିଜିକଲ 12:7 · ଓଡ଼ିଆ ବାଇବେଲ

ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।

Cross references

ଯିରିମିୟ 32:8

ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'

ଯିହିଜିକଲ 2:8

ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ଯ ବିଦ୍ରୋହୀ ହୁଅ ନାହିଁ ; ନିଜର ମୁଖ ଖାେଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।

ଯିହିଜିକଲ 12:3

ତେଣୁ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତବେେଳେ ସମାନେେ ତୁମ୍ଭ ୟିବାର ଦେଖିପାରିବେ। ଯେତବେେଳେ ସମାନେେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହା ହେଲେ ସମାନେେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।

ଯିହିଜିକଲ 24:18

ମୁଁ ପ୍ରାତଃକାଳ ରେ ପରମେଶ୍ବରଙ୍କ ବାକ୍ଯ ଲୋକମାନଙ୍କୁ କହିଲି। ପୁଣି ସନ୍ଧ୍ଯା ବେଳେ ମାରେ ପତ୍ନୀ ମଲା। ପରଦିନ ପ୍ରାତଃକାଳ ରେ ମୁଁ ପରମେଶ୍ବରଙ୍କ ଆଜ୍ଞାନୁସା ରେ କର୍ମ କଲି।

ଯିହିଜିକଲ 37:7

ମାେତେ ଯେପରି ଆଜ୍ଞା ହାଇେଥିଲା, ତଦନୁସା ରେ ମୁଁ ଭବିଷ୍ଯଦବାଣୀ କଲି, ଯେତବେେଳେ ମୁଁ ଭବିଷ୍ଯଦବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହାଇଗେଲେ।

ଯିହିଜିକଲ 37:10

ଏବଂ ସେ ମାେତେ ଯେପରି ଆଜ୍ଞା କଲେ, ତଦନୁସା ରେ ମୁଁ ଭବିଷ୍ଯଦବାଣୀ ପ୍ରଚାର କଲି ଏବଂ ପ୍ରଶ୍ବାସ ସମାନଙ୍କେ ମଧ୍ଯକୁ ଆସିଲା। ଆଉ ସମାନେେ ଜୀବିତ ହାଇଗେଲେ ଏବଂ ଛିଡ଼ା ହାଇଗେଲେ। ସମାନେେ ବହୁତ ଲୋକ ଥିଲେ ଏବଂ ମହାନ୍ ସୈନ୍ଯବାହିନୀ ଗଠନ କଲେ।

ମାଥିଉଲିଖିତ ସୁସମାଚାର 21:6

ଶିଷ୍ଯମାନେ ଚ଼ାଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସମାନେେ କାମ କଲେ।

ମାର୍କଲିଖିତ ସୁସମାଚାର 14:16

ତା'ପରେ ଶିଷ୍ଯମାନେ ସଠାରୁେ ନଗରକୁ ଚାଲିଗଲେ। ଯୀଶୁ ସମାନଙ୍କେୁ ଯାହା କହିଥିଲେ, ସବୁକଥା ସହେିପରି ଘଟିଲା। ସଠାେରେ ସମାନେେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

ଯୋହନଲିଖିତ ସୁସମାଚାର 2:5

ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।

ଯୋହନଲିଖିତ ସୁସମାଚାର 15:14

ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:19

ପାଉଲ କହିଲେ, ହେ ମହାରାଜା ଅଗ୍ରିପ୍ପା, ମୁଁ ସହେି ସ୍ବର୍ଗୀୟ ଦର୍ଶନର ବାଧ୍ଯ ହଲିେ।

Interlinear

Choose Theme