Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 10:17 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 10:17 · ଓଡ଼ିଆ ବାଇବେଲ

ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।

Cross references

ଯୋହନଲିଖିତ ସୁସମାଚାର 13:12

ଯୀଶୁ ଶିଷ୍ଯମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମଜେ ପାଖ ରେ ପୁଣି ବସିଲେ, ଯୀଶୁ ପଚାରିଲେ, ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?

ରେରିତମାନଙ୍କ କାର୍ଯ୍ୟର ବିବରଣ 2:12

ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ଓ ବିଭ୍ରାନ୍ତ ହାଇେ ପଡ଼ିଲେ। ସମାନେେ ପରସ୍ପର ଭିତ ରେ ପଚ଼ାରା ଉଚ଼ରା ହେଲେ, ଏ ସବୁ କ'ଣ ହେଉଛି?

ରେରିତମାନଙ୍କ କାର୍ଯ୍ୟର ବିବରଣ 5:24

ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:43

ତା'ପରେ ପିତର ଯାଫୋ ନଗର ରେ ଶିମାନେ ନାମକ ଜଣେ ଚମାର ଘ ରେ ବହୁତ ଦିନ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3

ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:7

ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:20

ମୁଁ ଏ ସବୁ ବିଷୟ ରେ ବେଶି ଜାଣି ନଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ। ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗଗୁଡ଼ିକର ବିଚ଼ାର ପାଇଁ ତୁମ୍ଭେ ୟିରୂଶାଲମ ୟିବାକୁ ଚ଼ାହୁଁଛ କି?'

ପିତରଙ୍କ ପ୍ରଥମ ପତ୍ 1:11

ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।

Interlinear

Choose Theme