Home Bibles ☰ Books ଯିରିମିୟ 3:23 · ଓଡ଼ିଆ ବାଇବେଲ
ଯିରିମିୟ 3:23 · ଓଡ଼ିଆ ବାଇବେଲ

ଉପପର୍ବତସମୂହ ରେ ପ୍ରତିମା ପୂଜା ନିର୍ବୋଧତା ଥିଲା। ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ଯର୍ଥ ଥିଲେ। ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ବର ସଦାପ୍ରଭୁଙ୍କଠା ରେ ଇଶ୍ରାୟେଲର ପରିତ୍ରାଣ ଅଛି।

Cross references

ଗୀତସଂହିତା 3:8

ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।

ଗୀତସଂହିତା 37:39

ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।

ଗୀତସଂହିତା 121:1

ମୁଁ ସାହାୟ୍ଯ ପାଇଁ ପର୍ବତଗଣ ଆଡ଼େ ଚା ହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମାରେ ସାହାୟ୍ଯ ଆସିବ ?

ଯିଶାଇୟ 10:20

ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।

ଯିଶାଇୟ 12:2

ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

ଯିଶାଇୟ 43:11

ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ଯତୀତ ତ୍ରାଣକର୍ତ୍ତା କହେି ନାହାନ୍ତି।

ଯିଶାଇୟ 44:9

ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।

ଯିଶାଇୟ 45:15

ହେ ତ୍ରାଣକର୍ତ୍ତା, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ନିଶ୍ଚଯ ଆତ୍ମା ଗୋପନକାରୀ ପରମେଶ୍ବର ଅଟ।,

ଯିଶାଇୟ 45:17

ମାତ୍ର ଇଶ୍ରାୟେଲ ସଦାପ୍ରଭୁଙ୍କ ଦ୍ବାରା ଅନନ୍ତକାଳସ୍ଥାଯୀ ପରିତ୍ରାଣ ପାଇବ ; ତୁମ୍ଭମାନେେ ୟୁଗ ୟୁଗାନ୍ତ ୟାଏ ଲଜ୍ଜିତ କିମ୍ବା ବିବ୍ରତ ହବେ ନାହିଁ।

ଯିଶାଇୟ 45:20

ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।

ଯିଶାଇୟ 46:7

ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

ଯିଶାଇୟ 63:1

ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।

ଯିଶାଇୟ 63:16

ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇଶ୍ରାୟେଲ ଯାଜକ ଆମ୍ଭମାନଙ୍କୁ ସ୍ବୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ୟ୍ଯନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।

ଯିରିମିୟ 3:6

ଯିହୁଦା ରେ ଯୋଶିୟଯ ରାଜାଙ୍କ ଶାସନ କାଳ ରେ, ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ଯାହା କରିଅଛ, ତାହା କ'ଣ ତୁମ୍ଭେ ଦେଖିଅଛ ? ସେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ୟାଇ ବ୍ଯଭିଚାର କରିଅଛି।

ଯିରିମିୟ 10:14

ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।

Interlinear

Choose Theme