Home Bibles ☰ Books ଗୀତସଂହିତା 37:39 · ଓଡ଼ିଆ ବାଇବେଲ
ଗୀତସଂହିତା 37:39 · ଓଡ଼ିଆ ବାଇବେଲ

ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।

Cross references

ପ୍ରଥମ ବଂଶାବଳୀ 5:20

ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।

ଦିତୀୟ ବଂଶାବଳୀ 32:22

ଏହି ପ୍ରକା ରେ ସଦାପ୍ରଭୁ ହିଜକିଯ ଓ ୟିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ ହେ ରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କ ଠାରୁ ରକ୍ଷା କଲେ। ଲୋକମାନଙ୍କୁ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।

ଗୀତସଂହିତା 3:8

ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।

ଗୀତସଂହିତା 9:9

କେତକେ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସମାନେେ ଗରିବ ଏବଂ ସମାନଙ୍କେର ଅସୁବିଧା ଅଛି। ଯେତବେେଳେ ସମାନେେ ସମସ୍ଯାରେ ପଡ଼ନ୍ତି ସଦାପ୍ରଭୁ ସମାନଙ୍କେୁ ନିରାପତ୍ତା ଦିଅନ୍ତି।

ଗୀତସଂହିତା 9:10

ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।

ଗୀତସଂହିତା 28:7

ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।

ଗୀତସଂହିତା 34:20

ସଦାପ୍ରଭୁ ସମାନଙ୍କେ ଶରୀରର ଅସ୍ଥିକୁ ରକ୍ଷା କରିବେ ୟପରେିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦବେେ ନାହିଁ।

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ଗୀତସଂହିତା 46:2

ତଣେୁ ଯେତବେେଳେ ଭୂମି କମ୍ପତ ହୁଏ ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହବୋ ନାହିଁ।

ଗୀତସଂହିତା 62:2

ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ହିତୋପଦେଶ 11:8

ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

ଯିଶାଇୟ 12:2

ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

ଯିଶାଇୟ 33:2

ସେତବେେଳେ ଲୋକମାନେ କହିବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭମାନେେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତ ରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ବରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।

Interlinear

Choose Theme