Home Bibles ଯିଶାଇୟ 63:1 · ଓଡ଼ିଆ ବାଇବେଲ
ଯିଶାଇୟ 63:1 · ଓଡ଼ିଆ ବାଇବେଲ

ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।

Cross references

ଆଦି ପୁସ୍ତକ 36:33

ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

ଆଦି ପୁସ୍ତକ 49:11

ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବେ। ସେ ଦ୍ରାକ୍ଷାରସ ରେ ଆପଣା ଉତ୍ତରୀଯ ବସ୍ତ୍ର ଓ ଆପଣା ପରଧଯେ ବସ୍ତ୍ର ଧୋଇବେ।

ଗଣନା ପୁସ୍ତକ 23:19

ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!

ପ୍ରଥମ ବଂଶାବଳୀ 1:44

ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।

ଗୀତସଂହିତା 24:7

ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।

ଗୀତସଂହିତା 45:3

ହେ ବୀର ତୁମ୍ଭର ଖଡ୍ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶାେଭା ପାଉ।

ଗୀତସଂହିତା 45:4

ତୁମ୍ଭେ ଆଶ୍ଚର୍ୟ୍ଯ ଦିଶୁଛ। ୟାଅ ନ୍ଯାଯ ଓ ଧର୍ମପାଇଁ ୟୁଦ୍ଧରେ ବିଜଯୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୁତ କାର୍ୟ୍ଯ କରିବାକୁ ପ୍ରଶିକ୍ଷିତ।

ଗୀତସଂହିତା 65:6

ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।

ଗୀତସଂହିତା 137:7

ମୁଁ ପ୍ରତିଜ୍ଞା କରୁଅଛି ୟେ, ୟିରୁଶାଲମ ସର୍ବଦା ମାରେ ଆନନ୍ଦ ଧାମ ହାଇେ ରହିବ। ହେ ସଦାପ୍ରଭୁ, ଇଦୋମୀଯମାନଙ୍କୁ ସ୍ମରଣ କର ଏବଂ ୟିରୁଶାଲମ ଅବରୋଧ ହବୋ ସମୟ ସମାନେେ ୟାହା କଲେ ସେଥିପାଇଁ ସମାନଙ୍କେୁ ଦଣ୍ଡିତ କର। ସ୍ମରଣ କର ସମାନେେ କିପରି ଚିତ୍କାର କଲେ, ଏହି କୋଠାଘରକୁ ଧ୍ବଂସ କର !ସମାନଙ୍କେୁ ଟାଣିଆଣି ଧୂଳିରେ ମିଶାଇ ଦିଅ।

ପରମଗୀତ 3:6

ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।

ପରମଗୀତ 6:10

ଏହି ଯେ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, ସେ କିଏ?

ପରମଗୀତ 8:5

ଆପଣାର ପ୍ ରମେିକର ଉପ ରେ ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି ସେ କିଏ ?

ଯିଶାଇୟ 9:5

ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।

ଯିଶାଇୟ 34:1

ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।

ଯିଶାଇୟ 34:5

ସଦାପ୍ରଭୁ କୁହନ୍ତି, ଏହା ଘଟିବ ଯେତବେେଳେ ଆମ୍ଭର ଖଡ୍ଗ ପରିତୃପ୍ତ ରୂପେ ପାନ କରିଛି।'

ଯିଶାଇୟ 42:1

ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିଶାଇୟ 42:3

ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।

ଯିଶାଇୟ 45:19

ଆମ୍ଭେ ଗୋପନ ରେ କରି ନାହୁଁ କିମ୍ବା ଅନ୍ଧକାରମଯ ଦେଶର କୌଣସି ସ୍ଥାନ ରେ କହି ନାହୁଁ। ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ ; ତୁମ୍ଭେ ମାେତେ ନଗଣ୍ଯ ଭାବରେ ଅନୁସରଣ କର। ମୁଁ ସଦାପ୍ରଭୁ, ମୁଁ ସତ୍ଯ କ ହେ, ମୁଁ ନ୍ଯାଯ କ ହେ ଏବଂ ସରଳ କଥା କ ହେ।

ଯିଶାଇୟ 45:23

ଆମ୍ଭେ ଆପଣା ନାମ ଦଇେ ଶପଥ କରିଅଛୁ ଓ ଯେଉଁ ଧର୍ମମଯବାଣୀ ଆମ୍ଭ ମୁଖରୁ ନିର୍ଗତ ହାଇେଛି, ତାହା ଅନ୍ୟଥା ହବେ ନାହିଁ। ଆମ୍ଭ ସମ୍ମୁଖ ରେ ପ୍ରେତ୍ୟକକ ନତଜାନୁ ହବେେ ଓ ପ୍ରେତ୍ୟକକ ଜିହ୍ବା ଶପଥ କରିବ।

ଯିଶାଇୟ 63:2

ଆପଣଙ୍କର ପରିଧଯେ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡ ରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି ?

ଯିରିମିୟ 48:24

କିରିଯୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପ ରେ ବିଚାର ଦଣ୍ଡ ଉପସ୍ଥିତ ହାଇେଅଛି।

ଆମୋଷ 1:11

ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।

ସିଫନିୟ 3:17

ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦଖାଇବେେ। ଆଉ ମଧ୍ଯ ସେ ଦଖାଇେ ଦବେେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହବେେ, ଭୋଜି ରେ ଆନନ୍ଦ କଲାପରି ହବେେ।

ମାଥିଉଲିଖିତ ସୁସମାଚାର 21:10

ଯୀଶୁ ଯେତବେେଳେ ୟିରୁଶାଲମ ରେ ପ୍ରବେଶ କଲେ, ସେତବେେଳେ ସାରା ନଗର ରେ ଚହଳ ପଡ଼ିଗଲା। ଲୋକେ ପଚ଼ାରିଲେ, ଏ ଲୋକଟି କିଏ?

ଯୋହନଲିଖିତ ସୁସମାଚାର 10:28

ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ଏବ୍ରୀ 7:25

ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।

ପିତରଙ୍କ ପ୍ରଥମ ପତ୍ 1:5

ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

ଯିହୂଦାଙ୍କ ପତ୍ର 1:24

ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:17

ସହେି ପ୍ରାଚୀନମାନେ କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:13

ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ 'ପରମେଶ୍ବରଙ୍କ ବାକ୍ଯ'।

Interlinear

Choose Theme