Home Bibles ଯିରିମିୟ 14:8 · ଓଡ଼ିଆ ବାଇବେଲ
ଯିରିମିୟ 14:8 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ତୁମ୍ଭେ ଇଶ୍ରାୟେଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧିଅରେ ପ୍ରବାସୀ ତୁଲ୍ଯ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ଯ ହେଉଅଛି।

Cross references

ବିଚାରକର୍ତାମାନଙ୍କ ବିବରଣ 19:17

ସେ ଲୋକ ଅନାଇ ନଗରର ଛକରେ ସହେି ପଥିକକକ୍ସ୍ଟ ବସିଥିବାର ଦେଖିଲା, ଏବଂ ସହେି ବୃଦ୍ଧ ଲୋକଜଣଙ୍କ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛି? ତୁମ୍ଭେ କେଉଁଠାକକ୍ସ୍ଟ ଯାଉଅଛ?

ଗୀତସଂହିତା 9:9

କେତକେ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସମାନେେ ଗରିବ ଏବଂ ସମାନଙ୍କେର ଅସୁବିଧା ଅଛି। ଯେତବେେଳେ ସମାନେେ ସମସ୍ଯାରେ ପଡ଼ନ୍ତି ସଦାପ୍ରଭୁ ସମାନଙ୍କେୁ ନିରାପତ୍ତା ଦିଅନ୍ତି।

ଗୀତସଂହିତା 10:1

ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ। ଯେଉଁମାନେ ବିପଦରେ ପଡ଼ନ୍ତି ସମାନେେ ତୁମ୍ଭକୁ ଦେଖିପାରନ୍ତି ନାହିଁ।

ଗୀତସଂହିତା 37:39

ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ଗୀତସଂହିତା 46:2

ତଣେୁ ଯେତବେେଳେ ଭୂମି କମ୍ପତ ହୁଏ ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହବୋ ନାହିଁ।

ଗୀତସଂହିତା 50:15

ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଗୀତସଂହିତା 138:7

ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।

ଯିଶାଇୟ 33:2

ସେତବେେଳେ ଲୋକମାନେ କହିବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭମାନେେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତ ରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ବରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।

ଯିଶାଇୟ 43:3

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।

ଯିଶାଇୟ 43:11

ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ଯତୀତ ତ୍ରାଣକର୍ତ୍ତା କହେି ନାହାନ୍ତି।

ଯିଶାଇୟ 45:15

ହେ ତ୍ରାଣକର୍ତ୍ତା, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ନିଶ୍ଚଯ ଆତ୍ମା ଗୋପନକାରୀ ପରମେଶ୍ବର ଅଟ।,

ଯିଶାଇୟ 45:21

ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।

ଯିରିମିୟ 16:19

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦ ରେ ମାରେ ଆଶ୍ରଯ ସ୍ବରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀଯମାନେ ତୁମ୍ଭ ନିକଟକୁ ଆସି କହିବେ, ଆମ୍ଭମାନଙ୍କର ପୂର୍ବପୁରୁଷମାନେ କବଳେ ମିଥ୍ଯା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।

ଯିରିମିୟ 17:13

ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।

ଯିରିମିୟ 50:7

ଯେଉଁମାନେ ସମାନଙ୍କେୁ ପାଇଲେ, ସମାନଙ୍କେୁ ଗ୍ରାସ କରିଅଛନ୍ତି। ସମାନଙ୍କେର ଶତ୍ରୁମାନେ କହିଲେ, 'ଆମ୍ଭମାନେେ କୌଣସି ପାପ କରି ନାହୁଁ।' କାରଣ ସମାନେେ ସଦାପ୍ରଭୁଙ୍କର ବିରୁଦ୍ଧ ରେ ପାପ କରିଅଛନ୍ତି, ସମାନଙ୍କେର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପ ରେ ସମାନଙ୍କେର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।

ଯୋୟେଲ 3:16

ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:20

ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହବୋ ପାଇଁ ଚ଼ାହିଁଲି। ଇଶ୍ରାୟେଲର ଭରସା ରେ ବିଶ୍ବାସ କରୁଥିବା ହତେୁ ମୁଁ ଆଜି ଏହି ଶିକୁଳି ରେ ବନ୍ଧା ହାଇେଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:4

ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ଯ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରମେଶ୍ବର ଯେଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍ଭେ ସହେିମାନଙ୍କୁ ସହେି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:1

ଖ୍ରୀଷ୍ଟ ଯୀଶୁଙ୍କ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ବରଙ୍କ ଆଦେଶ ଦ୍ବାରା ପ୍ ରରେିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।

Interlinear

Choose Theme